Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଗ୍ରୀନ୍ ଟି ନୁହଁ ବିଷ ପିଉଛନ୍ତି ଆପଣ : ଲିଭର ଏବଂ କିଡନି ହୋଇପାରେ ଖରାପ

23/12/2018 at 1:23 PM

ମେଦବହୁଳତାରେ ଆକ୍ରାନ୍ତ ବ୍ୟକ୍ତିମାନେ ଗ୍ରୀନ୍ ଟି କୁ ରାମବାଣ ଭାବି ପିଇଥାଆନ୍ତି। ଗ୍ରୀନ୍ ଟି କୁ ମଧ୍ୟ ସ୍ବାସ୍ଥ୍ୟପ୍ରଦ ମାଧ୍ୟମ ବୋଲି କୁହାଯାଇଛି। କିନ୍ତୁ ଆପଣ ଜାଣିଛନ୍ତି କି ଗ୍ରୀନ୍ ଟି ବିଷର କାମ ମଧ୍ୟ କରିଥାଏ।

ଗ୍ରୀନ୍ ଟି ସେମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ଗ୍ରୀନ୍ ଟି ବ୍ୟବସାୟ କରିଥାନ୍ତି। ଗ୍ରୀନ୍ ଟି ୫ହଜାର ବର୍ଷରୁ ଚୀନରେ ବ୍ୟବହାର ହୋଇ ଆସୁଛି। ଏହା ପରେ ଏହାର ପ୍ରଚାର ବିଶ୍ବସାରା ସବୁଠି ହେଲା ଏବଂ ସମସ୍ତେ ଏହାକୁ ବହୁଳ ଭାବରେ ପିଇବାକୁ ଲାଗିଲେ। ଗ୍ରୀନ୍ ଟିରେ ୧୫% ପ୍ରୋଟିନ୍,୪% ପ୍ରତିଶତ ଆମିନୋ ଏସିଡ୍,୨୪% ଫାଇବର,୭% କାର୍ବୋହାଇଡ୍ରେଟ୍,୭% ଲିପିଡ,୨% ପିଗମେଣ୍ଟ,୫% ମିନେରାଲ୍ ଏବଂ ୩୦% ଫେନୋଲିକ୍ କମ୍ପାଉଡ ରହିଛି।

ଗ୍ରୀନ୍ ଟି ବ୍ୟବହାର କରିବା ନିରାପଦ କିନ୍ତୁ ଏପରି କିଛି ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଇପାରେ। ଗ୍ରୀନ୍ ଟି ପିଉଥିବା ବ୍ୟକ୍ତିଙ୍କ ପେଟରେ ସମସ୍ୟା ଦେଖାଯାଇଛି। ଏଥିପାଇଁ ଲିଭର ଏବଂ କିଡନିରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଛି।

ଗ୍ରୀନ୍ ଟି ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ଏଥିରେ ଥିବା କ୍ୟାଫି ଅନେକ ପ୍ରକାର ସମସ୍ୟା ଉତ୍ପନ୍ନ କରିଥାଏ। ଏହା ଫଳରେ ମୁଣ୍ଡ ବ୍ୟଥା,ଅଧୀରତା,ଅନିଦ୍ରା,ବାନ୍ତି ଏବଂ ତରଳ ଝାଡ଼ା ଭଳି ସମସ୍ୟା ଦେଖାଯାଇଥାଏ।    

   Related Posts