Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ମେଦବହୁଳତାର ଚିକିତ୍ସା କରି ଥକିଗଲେଣି କି : ତେବେ ସେବନ କରନ୍ତୁ ଏହି ଜିନିଷ,ମିଳିବ ନିମିଷକେ ଫାଇଦା

29/05/2019 at 5:22 PM

ଆଜିକାଲି ମେଦବହୁଳତା ସବୁଠୁ ବଡ଼ ସମସ୍ୟାରେ ପରିଣତ ହୋଇଛି। ମେଦବହୁଳତା ସବୁ ପ୍ରକାର ରୋଗର ମୂଳ।

ଏପରି ପରିସ୍ଥିତିରେ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି କିନ୍ତୁ ମେଦବହୁଳତା କମିବାର ନାଁ ନେଇନଥାଏ। ମେଦବହୁଳତା ଯୋଗୁଁ ଶକ୍ତି ସ୍ତର ମଧ୍ୟ କମିବାକୁ ଲାଗିଥାଏ । ମହଙ୍ଗା ଔଷଧ ସେବନ କରିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ।

ଏଥିପାଇଁ ଯଦି ଆପଣ ହ୍ରାସ ପାଉଥିବା ଶକ୍ତି ସ୍ତର ଯୋଗୁଁ ବିବ୍ରତ ଅଛନ୍ତି ତେବେ ଆପଣ ଗ୍ରୀନ କଫି ପିଅନ୍ତୁ। ଏକ କପ୍ ଗ୍ରୀନ୍ କଫି ଆପଣଙ୍କ ମେଦବହୁଳତାକୁ ନିମିଷକେ କମାଇଥାଏ।

କାରଣ ଗ୍ରୀନ କଫିରେ ଥିବା ତତ୍ତ୍ବ ଶରୀରର ମେଦବୁଳତାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ସ୍ବାସ୍ଥ୍ୟକୁ ମଧ୍ୟ ଲାଭ ପହଞ୍ଚାଇଥାଏ। ଗ୍ରୀନ କଫିରେ ମିନେରାଲ ଏବଂ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। କଫି ପିଇବା ଦ୍ବାରା ଶରୀରର ଚର୍ବି କମ୍ ହୋଇଥାଏ ଯାହା ଦ୍ବାରା ଆପଣ ନିଜ ଓଜନ ବଢ଼ିବାକୁ ରୋକି ପାରିବେ।

ଗ୍ରୀନ କଫିରେ କ୍ରୋନୋଲୋଜିକାଲ ଏସିଡ ଅତ୍ୟଧିକ ମାତ୍ରାରେ ରହିଥାଏ । ଏଥିପାଇଁ ଆପଣ ଯଦି ପ୍ରତିଦିନ ଗ୍ରୀନ କଫି ପିଅନ୍ତି ତେବେ ଶରୀରରେ ମେଟାବଲିଜମ ଠିକ୍ ରହିଥାଏ। ଏହା ଉପଯୁକ୍ତ ରହିବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଥକ୍କାପଣ ଅନୁଭବ ହୋଇନଥାଏ।  

   Related Posts