ମଦ ନିଶାରେ ୩ଜଣକୁ ହତ୍ୟା କଲା ନାତି : ଅଭିଯୁକ୍ତକୁ ପାଟ ମଝିରୁ ଧରିଲା ପୋଲିସ

Published By : Prameya-News7 Bureau | November 18, 2018 IST

କେନ୍ଦ୍ରାପଡ଼ା ୧୮/୧୧: କେନ୍ଦ୍ରାପଡ଼ାରେ ମଧୁସୂଦନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ମଦ ନିଶାରେ ନାତି ୩ ଜଣକୁ ହତ୍ୟା କରିଛି । ଏହି ହତ୍ୟା ଘଟଣା ନାତି ଅମର ବିକ୍ରମ ଦାସ କରିଥିବାର ଜଣାଯାଇଛି । ପାଟମଝିରୁ ଅଭିଯୁକ୍ତ ବିକ୍ରମକୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.