Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ଧ ବିଶ୍ବାସର କରୁଣ ପରିଣତି :୧୫ଦିନର ଶିଶୁ କନ୍ୟାକୁ ଚେଙ୍କ ଦେଲା ଜେଜେ ମା

20/09/2018 at 1:37 PM

କେନ୍ଦୁଝର ୨୦/୯:୧୫ ଦିନର ଶିଶୁ କନ୍ୟାକୁ ତାର ଜେଜେମା ଚେଙ୍କ ଦେଇଛି।ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର କିପାଣି ଗାଁରେ । ସଙ୍ଗୀତା ଜୁଆଙ୍ଗଙ୍କର ୧୫ ଦିନର ଶିଶୁ କନ୍ୟାକୁ କିଛି ଦିନ ତଳେ ଥଣ୍ଡା ହେବା ସହ ସେ ଠିକ ସେ ଖିଆ ପିଆ କରିନଥିଲା । ଫଳରେ ତାର ଜେଜେମା କାଚକୁ ତତେଇ ତାର ପେଟରେ ଚେଙ୍କ ଦେଇଥିଲେ ହେଲେ ଥଣ୍ଡା ଭଲ ନ ହେବାରୁ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି।

   Related Posts