ଅନ୍ଧ ବିଶ୍ବାସର କରୁଣ ପରିଣତି :୧୫ଦିନର ଶିଶୁ କନ୍ୟାକୁ ଚେଙ୍କ ଦେଲା ଜେଜେ ମା

Published By : Prameya-News7 Bureau | September 20, 2018 IST

କେନ୍ଦୁଝର ୨୦/୯:୧୫ ଦିନର ଶିଶୁ କନ୍ୟାକୁ ତାର ଜେଜେମା ଚେଙ୍କ ଦେଇଛି।ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର କିପାଣି ଗାଁରେ । ସଙ୍ଗୀତା ଜୁଆଙ୍ଗଙ୍କର ୧୫ ଦିନର ଶିଶୁ କନ୍ୟାକୁ କିଛି ଦିନ ତଳେ ଥଣ୍ଡା ହେବା ସହ ସେ ଠିକ ସେ ଖିଆ ପିଆ କରିନଥିଲା । ଫଳରେ ତାର ଜେଜେମା କାଚକୁ ତତେଇ ତାର ପେଟରେ ଚେଙ୍କ ଦେଇଥିଲେ ହେଲେ ଥଣ୍ଡା ଭଲ ନ ହେବାରୁ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.