ଟ୍ରକକୁ ପଛପଟୁ ଧକ୍କା ଦେଲା ବୋଲେରୋ, ଜେଜେମା ଓ ନାତି ମୃତ
6/06/2019 at 5:07 PM

ଟାଙ୍ଗୀ ୬|୬: ଟ୍ରକକୁ ପଛପଟୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଜେଜେମା ଓ ନାତିଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ସୁନାଖଳା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହଁ । ରାୟଗଡା ଜିଲ୍ଲା ବିଷମକଟକରୁ ଭୁବନେଶ୍ବର ଯାଉଥିଲା ବୋଲେରୋ ।