ଜେଜେଙ୍କୁ ଛୁରି ଭୁଷି ହତ୍ୟା କଲା ନାତି

Published By : Prameya-News7 Bureau | February 23, 2019 IST

ଆନନ୍ଦପୁର ୨୩/୨: ଜେଜେଙ୍କୁ ଛୁରୀ ଭୁଷି ହତ୍ୟା କରିଛି ନାତି। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁରର କୋଳିମାଟି ଗାଁରେ । ନାତି ଦୁଷ୍ମନ୍ତ ରଣା ଜେଜେ କ୍ଷେତ୍ରବାସୀ ରଣାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା। ଜେଜେ ଟଙ୍କା ନ ଦେବାରୁ ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଛୁରୀ ଭୁଷି ଦେଇଥିଲା। ଅଭିଯୁକ୍ତ ନାତିକୁ ପୋଲିସ ଅଟକ ରଖିଛି।   

{"id":87850}

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.