ନିର୍ଦ୍ଦୟ ଜେଜେମା : ତିନି ବର୍ଷର ଶିଶୁକୁ ନିସ୍ତୁକ ମାଡ ସାଙ୍ଗକୁ ହାତ ଉପରେ ହୋଇଗଲା ଠିଆ

Published By : Prameya-News7 Bureau | August 03, 2019 IST

ଜଳେଶ୍ବର ୩|୮: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗଗାଂଧରପୁର ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗଗାଂଧରପୁର ଗ୍ରାମର ବୃନ୍ଦାବତୀ ଚଣ୍ଡ ନାମକ ଜଣେ ମହିଳା ତାଙ୍କର ନାତିଙ୍କୁ ନିସ୍ତୁକ ମାଡ ମାରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହା କି ଏବେ ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ମହିଳା ଜଣକ ଉକ୍ତ ନାବାଳକର ଜେଜେମା ବୋଲି ଜଣାପଡିଛି । ପିଲାଟିର ମା ବାପା ଘରେ ରହୁନଥିବାରୁ ଜେଜେମା ଜଣଙ୍କ ତାଙ୍କ ନାତିକୁ ବାରମ୍ବାର ଏଭଳି ମାଡ ମାରୁଥିବାର ଅଭିଯୋଗ ହେଉଛି ।

wp:core-embed/youtube {"url":"https://www.youtube.com/watch?v=SRmJPpzVEWQ","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=SRmJPpzVEWQ
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.