Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜରାସ୍ତାରେ ଗ୍ରାମରକ୍ଷୀଙ୍କ ଗର୍ଜନ; ମାସିକ ଦରମା ୯୩୦୦ କରିବାକୁ ଦାବି

17/09/2018 at 12:29 PM

ଭୁବନେଶ୍ୱର ୧୭/୯ : ରାଜରାସ୍ତାରେ ଗ୍ରାମରକ୍ଷୀଙ୍କ ଗର୍ଜନ । ହଜାର ହଜାର ଗ୍ରାମରକ୍ଷୀ ସେମାନଙ୍କ ଦାବି ନେଇ ଲୋୟର ପିଏମ୍ ଜିରେ ଏକାଠି ହୋଇଛନ୍ତି । ମାସିକ ଦରମା ୯୩୦୦କୁ ବୃଦ୍ଧି, ସରକାରୀ ଚାକିରିର ସବୁ ସୁବିଧା ସହ ଭିଲେଜ ଗାର୍ଡ ପରିବର୍ତ୍ତେ ଭିଲେଜ ପୋଲିସର ମାନ୍ୟତା ଦେବାକୁ ଦାବି ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଗୃହରକ୍ଷୀଙ୍କ ସହ ଗ୍ରାମରକ୍ଷୀଙ୍କ ଦରମା ସମାନ କରାଯାଉନାହିଁ । ଯାହାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ସଂଘ ।

   Related Posts