ରାଜରାସ୍ତାରେ ଗ୍ରାମରକ୍ଷୀଙ୍କ ଗର୍ଜନ; ମାସିକ ଦରମା ୯୩୦୦ କରିବାକୁ ଦାବି

Published By : Prameya-News7 Bureau | September 17, 2018 IST

ଭୁବନେଶ୍ୱର ୧୭/୯ : ରାଜରାସ୍ତାରେ ଗ୍ରାମରକ୍ଷୀଙ୍କ ଗର୍ଜନ । ହଜାର ହଜାର ଗ୍ରାମରକ୍ଷୀ ସେମାନଙ୍କ ଦାବି ନେଇ ଲୋୟର ପିଏମ୍ ଜିରେ ଏକାଠି ହୋଇଛନ୍ତି । ମାସିକ ଦରମା ୯୩୦୦କୁ ବୃଦ୍ଧି, ସରକାରୀ ଚାକିରିର ସବୁ ସୁବିଧା ସହ ଭିଲେଜ ଗାର୍ଡ ପରିବର୍ତ୍ତେ ଭିଲେଜ ପୋଲିସର ମାନ୍ୟତା ଦେବାକୁ ଦାବି ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଗୃହରକ୍ଷୀଙ୍କ ସହ ଗ୍ରାମରକ୍ଷୀଙ୍କ ଦରମା ସମାନ କରାଯାଉନାହିଁ । ଯାହାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.