Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ମୋଟାପଣ କମ୍ କରିଥାଏ ବେସନ : ଏପରି କରନ୍ତୁ ବ୍ୟବହାର

30/04/2019 at 4:49 PM

ଆଜିକାଲି ବ୍ୟକ୍ତି ନିଜର ବଢ଼ୁଥିବା ଓଜନକୁ କମ୍ କରିବା ପାଇଁ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛି। ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ କେତେକ ଲୋକ ଅତ୍ୟନ୍ତ ସ୍ବାଦହୀନ ଖାଦ୍ୟ ଖାଇଥାଆନ୍ତି। ଏହାଦ୍ବାରା ଓଜନ କମ୍ ହେଲେ ମଧ୍ୟ ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ଠିକ୍ ଖାଦ୍ୟର ଚୟନ କରିବେ ତେବେ ସ୍ବାଦିଷ୍ଟ ଖାଦ୍ୟ ଖାଇ ମଧ୍ୟ ଓଜନ କମ୍ କରାଯାଇପାରିବ। ଓଜନ କମ୍ କରିବାରେ ବେସନ ସହୟକ ହୋଇଥାଏ। ଏହା ଓଜନ କମାଇବା ପାଇଁ ଏକ ସ୍ବାଦିଷ୍ଟ ଏବଂ ସୁସ୍ଥ ଅପସନ୍ ଭାବେ କାମ କରିଥାଏ ଆସନ୍ତୁ ଜାଣିବା

ଯଦି ଆପଣ ଖୁସି ରହି ନିଜର ମେଦବହୁଳତାକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ବେସନକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ଭିଟାମିନ୍ ବି୧,ବି୨ ଏବଂ ବି୯ ପ୍ରଚୁର ମାତ୍ରାରେ ଥାଏ। ଏହା ଖାଇବା ଦ୍ବାରା ଆପଣଙ୍କ ମେଦବହୁଳତା ଖୁବ୍ ଶୀଘ୍ର କମି ଯାଇଥାଏ।

ବେସନରେ ପ୍ରୋଟିନ୍ ଭରି ରହିଥାଏ। ଯଦି ଆପଣ ଶାକାହାରୀ ତେବେ ଆପଣଙ୍କ ପାଇଁ ଏହା ଉପଯୁକ୍ତ ରହିବ। ୧୦୦ଗ୍ରାମ୍ ବେସନରେ ୨୦ଗ୍ରାମ୍ ପ୍ରୋଟିନ୍ ରହିଥାଏ। ଏଥିପାଇଁ ଆପଣ ଗହମ ଅଟା ପରିବର୍ତେ ବେସନ ରୁଟି ପ୍ରସ୍ତୁତ କରି ଖାଆନ୍ତୁ।   

   Related Posts