ଏଣିକି ଡଙ୍ଗାରେ ଲାଗିବ GPS
Published By : Prameya-News7 Bureau | June 23, 2018 IST
ଚିଲିକା ଡଙ୍ଗାବୁଡି ଘଟଣାରେ ପବନ ସହ ଡଙ୍ଗା ମାଲିକଙ୍କୁ ଦୋଷ ଦେଲେ ମନ୍ତ୍ରୀ ... ଲାଇଫ୍ ଜ୍ୟାକେଟ୍ ଥାଇ ବି ବ୍ୟବହାର କରିନଥିଲେ ଡଙ୍ଗା ମାଲିକ ... ଏଣିକି ଲାଇଫ୍ ଜ୍ୟାକେଟ୍ ପରଖିବେ ସର୍ଭେୟର ... ଡଙ୍ଗାରେ ଲାଗିବ GPS ...