ଆସନ୍ତା ୫ ବର୍ଷ ପାଇଁ ୧୦୫ ଲକ୍ଷ କୋଟିର ଇନଫ୍ରା ପ୍ରୋଜେକ୍ଟ ପୂରା କରିବେ କେନ୍ଦ୍ର ସରକାର- ନିର୍ମଳା ସୀତା ରମଣ

Published By : Prameya-News7 Bureau | December 31, 2019 IST

ନୂଆଦିଲ୍ଲୀ ୩୧।୧୨ - ଆସନ୍ତା ୫ ବର୍ଷ ପାଇଁ ୧୦୫ ଲକ୍ଷ କୋଟି ର ଇନଫ୍ରା ପ୍ରୋଜେକ୍ଟ ପୂରଣ କରିବେ କେନ୍ଦ୍ର ସରକାର । ବର୍ଷର ଶେଷ ଦିନରେ ନିର୍ମଳା ସୀତା ରମଣ ଏହି ସୂଚନା ଦେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ସ ୧୦୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପୂରା କରିବେ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ଟାସ୍କ ଫୋର୍ସର ରିପୋର୍ଟ ମଙ୍ଗଳବାରରେ ପ୍ରଦାନ କରିଛନ୍ତି ।

ଏବେ ଦେଶରେ ମାନ୍ଦା ବସ୍ଥା ଚାଲିଥିବା ବେଳେ ଏଥିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ଏବେ ଇନଫ୍ରାଷ୍ଟକଚ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.