ରାଜ୍ୟର ଦୁଇ ବରିଷ୍ଠ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶ

Published By : Prameya-News7 Bureau | October 04, 2019 IST

ଭୁବନେଶ୍ବର ୪।୧୦: ରାଜ୍ୟର ଦୁଇ ବରିଷ୍ଠ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ କର୍ମଚାରୀ ହେଲେ ବସନ୍ତ ବେହେରା ଓ ଦିଲୀପ ନାଗ । ଓଟିଇଏସ ଆରଟିଓ ହେଉଛନ୍ତି ଢେଙ୍କାନାଳର ବସନ୍ତ ବେହେରା । ଡେପୁଟି ଅବକାରୀ କମିଶନର ଅଛନ୍ତି ଦିଲୀପ ନାଗ । ଉଭୟଙ୍କ ବିରୋଧରେ ଥିଲା ସଙ୍ଗୀନ ଅଭିଯୋଗ । ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.