ସଲିଡୱେଷ୍ଟ ମ୍ୟାନେଜମେଣ୍ଟ ନିୟମ ହେବ କଡାକଡି, ୩ ମାସ ମଧ୍ୟରେ ସଂଗୃହୀତ ହେବ ବର୍ଜ୍ୟବସ୍ତୁ

Published By : Prameya-News7 Bureau | June 12, 2019 IST

ଭୁବନେଶ୍ବର ୧୨|୬: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ନଗରପାଳିକାରେ ସଲିଡୱେଷ୍ଟ ମ୍ୟାନେଜମେଣ୍ଟ ନିୟମକୁ କଡ଼ାକଡ଼ି କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଥିଲା । ଜୁନ୍ ୨୦ ସୁଦ୍ଧା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ଥାନ ନିରୂପଣ ହେବ । ୩ ମାସ ମଧ୍ୟରେ ରାଜ୍ୟର ୮୦ ପ୍ରତିଶତ ନଗରପାଳିକାରେ ଥିବା ବାସଭବନଗୁଡ଼ିକୁ ବର୍ଜ୍ୟବସ୍ତୁ ସଂଗୃହୀତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.