Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପିଆଜ ରପ୍ତାନୀ ବନ୍ଦ କଲେ କେନ୍ଦ୍ର ସରକାର

29/09/2019 at 4:01 PM

ନୂଆଦିଲ୍ଲୀ – କେନ୍ଦ୍ର ସରକାର ଏବେ ପିଆଜ ରପ୍ତାନୀ ବନ୍ଦ କରିଛନ୍ତି । ଦେଶର କେତକସ୍ଥାନରେ ପିଆଜ ଦର ୮୦ରୁ୯୦ ଟଙ୍କାରେ ପହଞ୍ଚିଲାଣି । ଏଥିପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି । ବିଦେଶ ବ୍ୟାପାର ମହାନିର୍ଦେଶାଳୟ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଦିଲ୍ଲୀର ସହ ଦେଶର ଅନ୍ୟ କେତକ ସ୍ଥାନରେ ପିଆଜ କିଲୋ ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ପିଆଜ ଦର ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ନିଜର ବଫର ଷ୍ଟକରୁ ୫୦ହଜାର ଟନ୍ ପିଆଜ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରଦାନ କରିଛନ୍ତି ।

ସେପ୍ଟେମ୍ବର ୨୫ ତାରିଖରେ ଉପଭୋକ୍ତା ମାମଲା ମନ୍ତ୍ରାଳୟର ପରିସଂଖ୍ୟାନ ଅନୁସାରେ ଦିଲ୍ଲୀ , ମୁମ୍ବଇ ଓ ଲକ୍ଷ୍ମୌରେ ପିଆଜର ଖୁଚୁରା ଦର ପ୍ରତି କିଲୋ ୬୦ ଟଙ୍କାରେ ପହଞ୍ଚିଥିଲା। କାନପୁରରେ ୭୦ ଟଙ୍କା ଓ ପୋର୍ଟବ୍ଲେୟାରରେ ୮୦ ଟଙ୍କାରେ ପହଞ୍ଚିଛି ।

   Related Posts