Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରୀ ପାଣ୍ଠି ହେରଫେର ଅଭିଯୋଗ

2/06/2018 at 2:51 PM

ବିଭିନ୍ନ ସରକାରୀ ଯୋଜନାରେ ଆସୁଥିବା ଯୋଜନା ଓ ପାଣ୍ଠିର ବେଆଇନ୍ ଉପେଯାଗ । ସରକାରଙ୍କ ଦ୍ବାରା ନିର୍ଦ୍ଧ।ରିତ ନିୟମାବଳୀକୁ ଅଣଦେଖା କରି ଖୋର୍ଦ୍ଧା । ବ୍ଲକ୍ ପ୍ରଶାସନ ସମ୍ପୁର୍ଣ୍ଣ ମନମୁଖି କରିବା ଓ ପଂଚାୟତର ସରପଂଚ , ସମିତି ସଭ୍ୟ ମାନଙ୍କୁ ଅଣଦେଖା କରି ପାଣ୍ଠି ଓ ଯୋଜନା ବିନିଯୋଗରେ ଅନିୟମିତତା କରୁଥିବା ଅଭିଯୋଗ ନେଇ ଖୋର୍ଦ୍ଧ। ବ୍ଲକ୍ ର ମଲ୍ଲୀପୁର , ଗଡହଳଦିଆ, ନାଲିପଡା ଅର୍ଜୁନପୁର , କେରଙ୍ଗ ଆଦି ୭ ଟି ଗ୍ରାମ ପଂଚାୟତର ସରପଂଚ ଓ ସମିତି ସବ୍ୟ ଖୋର୍ଦ୍ଧ। ବିଡିଓ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବ୍ଲକ୍ ପ୍ରସାସନ ଏଥିପ୍ରତି ଦୃଷ୍ଟି ନଦଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ୭ ଟି ଯାକ ପଂଚାୟତର ସରପଂଚ ଚେତାବନୀ ଦେଇଛନ୍ତି ।

Leave a Reply

   Related Posts