ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି

Published By : Prameya-News7 Bureau | April 24, 2018 IST

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି ଯାହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ରୁ ୭% କୁ ବୃଦ୍ଧି ପାଇଛି ଏହା ୨ଜାନୁଆରୀ ୨୦୧୮ ରୁ ଲାଗୁ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାଵକୁ ଅନୁମୋଦନ ଦେଇଛନ୍ତି ପେନସନ ପାଉଥିବା ପେନସନଭୋଗୀଙ୍କ ଟି.ଆଇ ରେ ୨% ବୃଦ୍ଧି ପେନସନ ପାଉନଥିବା ପେନସନଭୋଗୀଙ୍କ ଟି.ଆଇ ରେ ୩% ବୃଦ୍ଧି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.