Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏଣିକି COWIN ପୋର୍ଟାଲରେ ଟିକା ବୁକିଂ ସହଜ : ଆସନ୍ତା ସପ୍ତାହରୁ ହିନ୍ଦୀ ସମେତ ଅନ୍ୟ ଭାଷାରେ ଉପଲବ୍ଧ

18/05/2021 at 2:33 PM

ନୂଆଦିଲ୍ଲୀ ୧୮/୫ : କୋଓ୍ୱିନ ଆପରେ ଆହୁରି ସହଜ ହେବ ଟିକା ବୁକିଂ । ଦୂର ହେବ ଗାଁ ଲୋକଙ୍କ ସମସ୍ୟା । ଏଣିକି ଇଂରାଜୀ ବ୍ୟତୀତ ଅନ୍ୟ ଭାଷାରେ ବି କରିହେବ ଟିକା ବୁକିଂ । ଗ୍ରାମାଞ୍ଚଳରେ ଥିବା ଲୋକଙ୍କ ସମସ୍ୟାକୁ ଦେଖି ସରକାର ଏହି ପଦକ୍ଷେପ ନେଇଛନ୍ତି । ନିଜ ଭାଷାରେ ଟିକା ପାଇଁ ପଞ୍ଜୀକୃତ କରିବେ ଲୋକେ । କରୋନା ଟିକା ପାଇବା ପାଇଁ ବର୍ତ୍ତମାନ ଏହି ବ୍ୟବସ୍ଥା ବେଶ୍ପ ସହାୟକ ହେବ ।

CoWIN ପୋର୍ଟାଲ୍ ଆସନ୍ତା ସପ୍ତାହ ସୁଦ୍ଧା ହିନ୍ଦୀ ଏବଂ ୧୪ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ । ବର୍ତ୍ତମାନ ଏହି ଆପରେ କେବଳ ଇଂରାଜୀ ଉପଲବ୍ଧ ହେଉଛି । ଏହି କାରଣରୁ, ଯେଉଁମାନେ ଇଂରାଜୀ ଭାଷା ଜାଣନ୍ତି ନାହିଁ, ବିଶେଷକରି ଗାଁର ଲୋକମାନେ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୋଭିଡ -19 ଫର୍ମାଟ ଉପରେ ନଜର ରଖିବା ପାଇଁ ଆହୁରି ୧୭ ଟି ଲାବୋରେଟୋରୀ ସହ ଯୋଗାଯୋଗ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ହୋଇଛି ।

   Related Posts