ଭଦ୍ରକର ଘରୋଇ ନର୍ସିଂହୋମରେ ଡାଏଲିସିସ ସେଣ୍ଟର ଉଦ୍ଘାଟନ କଲେ ରାଜ୍ୟପାଳ
21/08/2019 at 5:18 PM

ଭଦ୍ରକ ୨୧|୮: ଭଦ୍ରକ ସହରର ଏକ ଘରୋଇ ନର୍ସିଂ ହୋମରେ ଏକ ଡାଏଲିସିସ୍ ସଂଟେରକୁ ରାଜ୍ୟପାଳ ଗଣେଶୀ ଲାଲ ଉଦଘାଟନ କରିଛନ୍ତି । ଭଦ୍ରକ ରୋଟାରୀ କ୍ଲବ ଓ ମିଡଟାଉନ କ୍ଲବ ଆନୁକୂଲ୍ୟରେ ନିର୍ମ।ଣ କରାଯାଇଥିବା ଏହି ଡାଏଲିସିସ୍ ସଂଟେରକୁ , ରାମଦାସ ଅଗ୍ରଓ।ଲାଙ୍କ ନାମରେ ନାମିତ କରାଯାଇଛି ।

ଉଦଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ଭଦ୍ରକ ସାଂସଦ ମଂଜୁଲତା ମଂଡଳ , ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ସେବା ମନୋଭାବ ରଖିବା ଉଚିତ, ସମୁଦ୍ର ସହ ଢେଉର ସଂପର୍କ ଯେପରି , ଗାଈ ସହ କ୍ଷୀରର ସଂପର୍କ ଯେପରି ,ରୋଗୀଙ୍କ ସହ ଡାକ୍ତରର ସଂପର୍କ ସେହିଭଳି ହେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ ।

Related Posts
ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର, ମା’ଙ୍କୁ ହସ୍ତାନ୍ତର
18 January 2021
ବେଆଇନ ବନ୍ଧୁକ ରଖିବା ମାମଲା : ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ
18 January 2021