Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭଦ୍ରକର ଘରୋଇ ନର୍ସିଂହୋମରେ ଡାଏଲିସିସ ସେଣ୍ଟର ଉଦ୍ଘାଟନ କଲେ ରାଜ୍ୟପାଳ

21/08/2019 at 5:18 PM

ଭଦ୍ରକ ୨୧|୮: ଭଦ୍ରକ ସହରର ଏକ ଘରୋଇ ନର୍ସିଂ ହୋମରେ ଏକ ଡାଏଲିସିସ୍ ସଂଟେରକୁ ରାଜ୍ୟପାଳ ଗଣେଶୀ  ଲାଲ ଉଦଘାଟନ କରିଛନ୍ତି । ଭଦ୍ରକ ରୋଟାରୀ କ୍ଲବ ଓ ମିଡଟାଉନ କ୍ଲବ ଆନୁକୂଲ୍ୟରେ ନିର୍ମ।ଣ କରାଯାଇଥିବା ଏହି ଡାଏଲିସିସ୍ ସଂଟେରକୁ , ରାମଦାସ ଅଗ୍ରଓ।ଲାଙ୍କ ନାମରେ ନାମିତ କରାଯାଇଛି ।

ଉଦଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହ ଭଦ୍ରକ ସାଂସଦ ମଂଜୁଲତା ମଂଡଳ , ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ସେବା ମନୋଭାବ ରଖିବା ଉଚିତ, ସମୁଦ୍ର ସହ ଢେଉର ସଂପର୍କ ଯେପରି , ଗାଈ ସହ କ୍ଷୀରର ସଂପର୍କ ଯେପରି ,ରୋଗୀଙ୍କ ସହ ଡାକ୍ତରର ସଂପର୍କ ସେହିଭଳି ହେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ ।  

   Related Posts