Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଗ୍ରହଣ କଲେ ପରେଡ ଅଭିବାଦନ

ଭୁବନେଶ୍ବର ୨୬।୧: ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଲ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପତାକା ଉତ୍ତୋଳନ ପରେ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି ରାଜ୍ୟପାଳ । ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମ ଥର ପାଇଁ ଦିଲ୍ଲୀ ଭଳି ଫାଇଲ୍ ମାର୍ଚ୍ଚରେ ହେଉଛି ପରେଡ। ଏସଓଜି ସହ ୪୮ରୁ ଅଧିକ ଟ୍ରୁପ୍ ପରେଡରେ ଭାଗ ନେଇଛନ୍ତି । ୪ସ୍ତରୀୟ ସୁରକ୍ଷା ବଳ ସହ ସିସିଟିଭି ନଜରରେ ରହିଛି ପରେଡ ସ୍ଥଳ । ଏହାଛଡା ପୁରା ରାଜଧାନୀରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

   Related Posts