ଭଦ୍ରକରେ ଭଦ୍ରକାଳିଙ୍କ ପୂଜା ଯୋଗୁଁ ଆଜି ସରକାରୀ ଛୁଟି ଘୋଷଣା
28/10/2019 at 11:11 AM

ଭଦ୍ରକ ୨୮/୧୦: ଭଦ୍ରକରେ ଚାଲିଛି ଅଧିଷ୍ଟାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୂଜା । ସପ୍ତମାତୃକା ବେଶରେ ସାତ ଦିନରେ ସାତଟି ବେଶରେ ଦର୍ଶନ ଦେବେ ମାଆ ।

ଆଜି ଦ୍ବିତୀୟ ଦିନରେ ମାଆ ମହାକାଳି ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ରାଜ୍ୟ ସରକାର ଅଜି ଭଦ୍ରକ ଜିଲ୍ଲା ପାଇଁ ଛୁଟି ଘୋଷଣା କରିଛନ୍ତି ।
