Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ବିର୍ଜୁଙ୍କୁ ମିଳିଲା ବିଜୁ ପକ୍କା ଘର ସହ ନଗଦ ୩୦ ହଜାର ଟଙ୍କା: ସହଯୋଗର ହାତ ବଢ଼ାଇଲା ପ୍ରଶାସନ

14/11/2020 at 3:23 PM

ରାଉରକେଲା୧୪/୧୧: ବିର୍ଜୁଙ୍କୁ ପ୍ରଦାନ କରାଗଲା ସରକାରୀ ସହାୟତା  ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲ୍ରେ ରହିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି ବିର୍ଜୁ।  ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ କଟଙ୍ଗ ଝଗରପଡା ଗାଁର ବିର୍ଜୁ କୁଲୁଙ୍କୁ ଆଜି ସରକାରୀ ସହାୟତା ପ୍ରଦାନ କରାଯାଇଛି।

 ଆଜି ବିର୍ଜୁଙ୍କ ଘରେ ଜିଲ୍ଳା  (PD DRDA) ଅଧିକାରୀ  ଭୈରବ ସିଂଙ୍କ ସହ କୁତ୍ରା ବିଡ଼ିଓ ମାନସ ରଞ୍ଜନ ରାୟ ପହଞ୍ଚିଥିଲେ। ବିର୍ଜୁଙ୍କୁ ଅନ୍ତୋଦୟ କାର୍ଡ,ବିଜୁ ପକ୍କା ଘର ସହ ରେଡ଼ କ୍ରସ ପାଣ୍ଠିରୁ ନଗଦ 30 ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ଅନ୍ତେ।ଦୟ କାର୍ଡରେ ଅଗ୍ରୀମ ଦୁଇ ମାସର ଚାଉଳ ଦିଆଯାଇଛି ।

ଆଗକୁ ବିର୍ଜୁଙ୍କ ମାନସିକ ଚିକିସ୍ୱା କରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି।  ନାଚ-ଗୀତ ମାଧ୍ୟମରେ ପ୍ରଶାସନର  ଅଧିକାରୀଙ୍କୁ ସ୍ବାଗତ କରାଯାଇଥିଲା। ପ୍ରଶାସନ ଅଧିକାରୀଙ୍କ ସହ ରାଜଗାଙ୍ଗପୁରର ବିଧାୟକ ରାଜନ ଏକ୍କା ମଧ୍ୟ ଉପସ୍ଥିତ ଥିଲେ।

   Related Posts