Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ରାସ୍ତା ମରାମତି ପାଇଁ ବାରମ୍ବାର ଗୁହାରୀ ପରେ ବି ପ୍ରଶାସନ ଶୁଣିଲାନି

31/07/2018 at 3:54 PM

ରାସ୍ତା ମରାମତି ପାଇଁ ବାରମ୍ବାର ଗୁହାରୀ ପରେ ବି ପ୍ରଶାସନ ଶୁଣିଲାନି । ବାଧ୍ୟ ହୋଇ ଜୟପୁର ଉପକଣ୍ଠ ଏକମ୍ବା ଗାଁ ଲୋକେ ନିଜେ ରାସ୍ତା ମରାମତି କରିଛନ୍ତି । ଗାଁରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ଶ୍ରମ ଦାନ କରିବା ସହ ରାସ୍ତା ମରାମତି ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଦେଇଥିଲେ

   Related Posts