Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ବିବାହ ତ ହୋଇଗଲା,ଛୁଆ କେବେ? ଏହି ପ୍ରଶ୍ନର ଉତ୍ତର କିଛି ଏପରି ଢଙ୍ଗରେ ଦେଲେ ଦୀପିକା

12/10/2019 at 2:58 PM

ମୁମ୍ବାଇ ୧୨/୧୦: ଦୀପିକା ପାଦୁକୋଣ ଏବଂ ରଣବୀର ସିଂହଙ୍କ ବିବାହକୁ ବର୍ଷେ ପୂରିବ। ଦୁହେଁ ଗତ ବର୍ଷ ନଭେମ୍ବର ୧୪ତାରିଖ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଦୀପିକାଙ୍କ ପ୍ରେଗନେନ୍ସିକୁ ନେଇ ଗୁଜବ ହୋଇଥିଲା। ଏହି ଗୁଜବ ଏବେବି ଚାଲିଛି।

ଅନେକ ସାକ୍ଷାତକାରରେ ଉଭୟଙ୍କୁ ଫ୍ୟାମିଲି ପ୍ଲାନିଙ୍ଗ ସହ ଜଡ଼ିତ ପ୍ରଶ୍ନ ପଚରାଯାଇ ସାରିଛି। ଦୀପିକା ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସାକ୍ଷାତକାର ଦେଇଥିଲେ,ଏଥିରେ ଦୀପିକା କହିଛନ୍ତି ଯେ ତାଙ୍କୁ ପ୍ରେଗନେନ୍ସି ଗୁଜବ ବିଷୟରେ ଜଣା। ଏଥିପାଇଁ ଏପରି ଗୁଜବ ଶୁଣି ତାଙ୍କୁ କୌଣସି ଫରକ ପଡ଼ିନାହିଁ।

ଦୀପିକା କହିଛନ୍ତି,‘ସେ ଆଉ ରଣବୀର ସନ୍ତାନ ଚାହଁନ୍ତି,କିନ୍ତୁ ଏବେ ନୁହେଁ। ରଣବୀରଙ୍କୁ ମଧ୍ୟ ତାଙ୍କ ପ୍ରେଗନେନ୍ସି ବିଷୟରେ ଜଣା। କିନ୍ତୁ ଏବେ ଦୁହେଁ କ୍ୟାରିୟରରେ ଫୋକସ୍ କରିବାକୁ ଚାହଁନ୍ତି। ଏବେ ସନ୍ତାନ ଜନ୍ମ କରିବାର ଉଚିତ୍ ସମୟ ହୋଇନାହିଁ।’

   Related Posts