Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଗୋରୁ ବୋଝେଇ ଗାଡି ଜବତ, ୨ ଅଟକ

5/06/2021 at 7:53 AM

ମୋହନା. ୦୫।୦୬: ଗଜପତି ଜିଲ୍ଲା ମୋହନା ଥାନା ବେତାରସିଂ ଅଞ୍ଚଳରୁ ଗୋରୁ ବୋଝେଇ ଟ୍ରକ ଜବତ । ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ କଲେଜ ଛକରୁ ଗୋରୁ ବୋଝେଇ ଟ୍ରକ ଜବତ କରିଛନ୍ତି ସ୍ଥାନୀୟ ଯୁବକ ସଂଘ ।

ଏକ ଟ୍ରକରେ ପ୍ରାୟ ୨୦ ଟି ଗୋରୁ ଆନ୍ଧ୍ରପ୍ରଦେଶ ଚୋରା ଚାଲାଣ ହେଇଥିଲା । ଏହି ସମୟରେ ଯୁବକ ସଂଘ ସଦସ୍ୟ ଟ୍ରକକୁ ପିଛା କରି କଲେଜ ଛକରେ ଅଟକାଇ ଯାଞ୍ଚ କରିଥିଲେ । ଏଥିରେ ଗୋରୁ ଚାଲାଣ ହେଉଥିବା ଜଣା ପଡିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳକୁ ଆସି ଟ୍ରକ ଜବତ କରିବା ସହ ଗୋରୁଙ୍କୁ ଉଦ୍ଧାର କରିଥିଲେ ।

ଚୋରା ଚାଲାଣ କରୁଥିବା ଦୁଇ ଜଣ ହେଲେ ମୁସlରଫ ଖାନ ଓ ନବାଜ ଫତିଶ । ତାଙ୍କୁକୁ ଅଟକ ରଖି ଅଧିକ ତଦନ୍ତ କରୁଛି ମୋହନା ପୋଲିସ ।

   Related Posts