ସାରା ରାତି ବର୍ଷା: ମଜା ନେବା ପାଇଁ ବାହାରିଥିଲେ ସାରା ଅଲ୍ଲୀ, ଫଟୋ ଭାଇରାଲ

Published By : Prameya-News7 Bureau | August 08, 2019 IST

ସାରା ଅଲ୍ଲୀ ଖାନ କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ସାରା ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ୨ଟି ଫିଲ୍ମ ରିଲିଜ ହେବା ପରେ ସାରା ଇଣ୍ଡଷ୍ଟ୍ରିରେ ବହୁତ ଫେମସ ହୋଇଯାଇଛନ୍ତି।

{"id":142314}

ସାରା ନିଜ ଆଗାମୀ ଫିଲ୍ମ ଲଭ ଆଜ କଲ ୨ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସହ ନଜର ଆସିବେ।

{"id":142315}

ଏବେ ସାରାଙ୍କର ନୂଆ ଫଟୋ ସୋସିଆଲ ମିଡିଆରେ ଛାଇ ଜାଇଛି।ତେବେ ଗତ କାଲି ରାତିରେ ସାରା ଆଉଟିଂରେ ଥିବା ବେଳେ ସ୍ପଟ୍‌ ହୋଇଥିଲେ।

{"id":142316}

ହ୍ବାଇଟ୍‌ କ୍ରପ ଟପ୍‌ ଓ ଜିନ୍ସରେ ସାରା ନଜର ଆସିଥିଲେ।ତାଙ୍କ ଷ୍ଟାଇଲ ଏହି ସାଧାରଣ ଲୁକ୍‌କୁ ପୂରା କରିଥିଲା।

{"id":142317}

ବର୍ଷା ଦିନରେ ସାରାଙ୍କର ଏହି କୁଲ ଲୁକ୍‌ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦିଲ୍ଲୀରେ ହୋଇଥିବା ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ଇଂଡିଆ କୁଟୁର ୱିକ୍‌ ୨୦୧୯ରେ ମଧ୍ୟ ସାରା ରାମ୍ପ କରି ଡେବ୍ୟୁ କରିଛନ୍ତି।

{"id":142318}

ଇଂଡିଆ କୁଟୁର ୱିକ୍‌ ୨୦୧୯ର ପିକକ୍‌ ଆଉଟଫିଟ୍‌ ପ୍ରିନ୍‌ସେସ ଲୁକ୍‌ରେ ସାରା ନଜର ଆସିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାରାଙ୍କ ରୟାଲ ଲୁକ୍‌ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି।

{"id":142319}

ସାରା ଅଲ୍ଲୀ ଓ କାର୍ତ୍ତିକଙ୍କ ଆଫେୟର ନେଇ ଅନେକ ଚର୍ଚ୍ଚା ଚାଲିଛି। ହେଲେ ଏହା ଗୁଜବ ବୋଲି ସାରା ଏକ ସାକ୍ଷାତକାରରେ କହିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.