Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ସାରା ରାତି ବର୍ଷା: ମଜା ନେବା ପାଇଁ ବାହାରିଥିଲେ ସାରା ଅଲ୍ଲୀ, ଫଟୋ ଭାଇରାଲ

8/08/2019 at 6:13 PM

ସାରା ଅଲ୍ଲୀ ଖାନ କେଦାରନାଥ ଫିଲ୍ମରୁ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।ସାରା ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ୨ଟି ଫିଲ୍ମ ରିଲିଜ ହେବା ପରେ ସାରା ଇଣ୍ଡଷ୍ଟ୍ରିରେ ବହୁତ ଫେମସ ହୋଇଯାଇଛନ୍ତି।

ସାରା ନିଜ ଆଗାମୀ ଫିଲ୍ମ ଲଭ ଆଜ କଲ ୨ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ସହ ନଜର ଆସିବେ।

ଏବେ ସାରାଙ୍କର ନୂଆ ଫଟୋ ସୋସିଆଲ ମିଡିଆରେ ଛାଇ ଜାଇଛି।ତେବେ ଗତ କାଲି ରାତିରେ ସାରା ଆଉଟିଂରେ ଥିବା ବେଳେ ସ୍ପଟ୍‌ ହୋଇଥିଲେ।

ହ୍ବାଇଟ୍‌ କ୍ରପ ଟପ୍‌ ଓ ଜିନ୍ସରେ ସାରା ନଜର ଆସିଥିଲେ।ତାଙ୍କ ଷ୍ଟାଇଲ ଏହି ସାଧାରଣ ଲୁକ୍‌କୁ ପୂରା କରିଥିଲା।

ବର୍ଷା ଦିନରେ ସାରାଙ୍କର ଏହି କୁଲ ଲୁକ୍‌ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦିଲ୍ଲୀରେ ହୋଇଥିବା ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ଇଂଡିଆ କୁଟୁର ୱିକ୍‌ ୨୦୧୯ରେ ମଧ୍ୟ ସାରା ରାମ୍ପ କରି ଡେବ୍ୟୁ କରିଛନ୍ତି।

ଇଂଡିଆ କୁଟୁର ୱିକ୍‌ ୨୦୧୯ର ପିକକ୍‌ ଆଉଟଫିଟ୍‌ ପ୍ରିନ୍‌ସେସ ଲୁକ୍‌ରେ ସାରା ନଜର ଆସିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାରାଙ୍କ ରୟାଲ ଲୁକ୍‌ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି।

ସାରା ଅଲ୍ଲୀ ଓ କାର୍ତ୍ତିକଙ୍କ ଆଫେୟର ନେଇ ଅନେକ ଚର୍ଚ୍ଚା ଚାଲିଛି। ହେଲେ ଏହା ଗୁଜବ ବୋଲି ସାରା ଏକ ସାକ୍ଷାତକାରରେ କହିଥିଲେ।    

   Related Posts