୬ ବର୍ଷର ନାବାଳିକାକୁ ବିବାହ ଦେବାକୁ ରାଜି ନହେବାରୁ ବାପାଙ୍କୁ ଗଳାକାଟି ହତ୍ୟା
9/10/2018 at 4:01 AM

ସୀମା ଲଂଘିଛି ମାନବିକତା । ମଣିଷ ପାଲଟି ଯାଇଛି କାପୁରୁଷ, ରାକ୍ଷସ । ୬ ବର୍ଷର ନାବାଳିକାକୁ ବିବାହ ଦେବାକୁ ରାଜି ନହେବାରୁ ବାପାଙ୍କୁ ଗଳାକାଟି ହତ୍ୟା । ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧ ଗାଁ ଧବଳେଶ୍ବର ମନ୍ଦିର ନିକଟରେ ଏମିତି ହତ୍ୟାକାଣ୍ଡ ଘଟିଛି ।