Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୬ ବର୍ଷର ନାବାଳିକାକୁ ବିବାହ ଦେବାକୁ ରାଜି ନହେବାରୁ ବାପାଙ୍କୁ ଗଳାକାଟି ହତ୍ୟା

9/10/2018 at 4:01 AM

ସୀମା ଲଂଘିଛି ମାନବିକତା । ମଣିଷ ପାଲଟି ଯାଇଛି କାପୁରୁଷ, ରାକ୍ଷସ । ୬ ବର୍ଷର ନାବାଳିକାକୁ ବିବାହ ଦେବାକୁ ରାଜି ନହେବାରୁ ବାପାଙ୍କୁ ଗଳାକାଟି ହତ୍ୟା । ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ନୂଆଗୋଳାବନ୍ଧ ଗାଁ ଧବଳେଶ୍ବର ମନ୍ଦିର ନିକଟରେ ଏମିତି ହତ୍ୟାକାଣ୍ଡ ଘଟିଛି ।

   Related Posts