ଗୋପାଳପୁର କୈଳାସ ପ୍ରଧାନ ହତ୍ୟାକାଣ୍ଡ ଘଟଣାରେ ୪ ଅଟକ

Published By : Prameya-News7 Bureau | October 08, 2018 IST

ଗଞ୍ଜାମ ୮|୧୦:  ବ୍ରହ୍ମପୁର ଗୋପାଳପୁର ଥାନା ନୂଆଗୋଳାବନ୍ଧ କୈଳାସ ପ୍ରଧାନ ହତ୍ୟା ଘଟଣାରେ ୪ଜଣଙ୍କୁ ଅଟକ ରଖିଛି ପୋଲିସ । ଧବଳେଶ୍ୱର ନିକଟ ଖେଳ ପଡିଆରୁ କୈଳାସ ପ୍ରଧାନଙ୍କ ମୃତଦେହ ମିଳିଥିଲା । ତାଙ୍କୁ କାଟି ହତ୍ୟା କରାଯାଇଛି । ମୃତକ କୈଳାସଙ୍କ ଘର ନୟାଗଡ ଜିଲ୍ଲା ମାଛିପଡାରେ | ସେ ଭିକ୍ଷାବୃତି କରି ଚଳୁଥିଲେ | ଘଟଣାସ୍ଥଳରେ ଗୋପାଳପୁର ପୋଲିସ, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନିୟୋଜିତ କରି ତଦନ୍ତ କରୁଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.