Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସଲମାନ ଖାନ ଲୋକସଭା ନିର୍ବାଚନ ଲଢିବା ନେଇ କଣ କହିଲେ ବିଜେପି ନେତା ଜାଣନ୍ତୁ

10/03/2019 at 4:02 PM

ଅଧିକାଂଶ ସମୟ ନିଜ ବୟାନ ପାଇଁ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟିର ନେତା ଓ ମଧ୍ୟପ୍ରଦେଶ ବିଧାନସଭା ବିରୋଧି ଦଳ ନେତା ଗୋପାଲ ଭାର୍ଗବ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଇନ୍ଦୋରରୁ କଂଗ୍ରେସ ଟିକେଟରେ ଅଭିନେତା ସଲମାନ ଖାନ ନିର୍ବାଚନ ଲଢିବା ଚର୍ଚ୍ଚାରେ ବିଜେପି ନେତା କହିଥିଲେ ଯେ ସଲମାନ ୫ଲକ୍ଷ ଭୋଟରେ ହାରିବେ। ସଲମାନ ଖାନଙ୍କ ନିର୍ବାଚନ ଲଢିବା ଖବର ଆସିବା ମାତ୍ରେ ରାଜନୈତିକ ଦଳରେ ହଇଚଇ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଇନ୍ଦୋରରେ କଂଗ୍ରେସରୁ ଏଥର ବଲିଉଡ ଭାଇଜାନ ନିର୍ବାଚନ ଲଢିବା ପ୍ରସ୍ତୁତିରେ ଅଛନ୍ତି। କଂଗ୍ରେସ ରାଜ୍ୟ ସଚିବ ରାକେଶ ଯାଦବ ମଧ୍ୟ ସଲମାନଙ୍କ ନିର୍ବାଚନ ଲଢିବା ବିଷୟରେ କଥାବାର୍ତ୍ତା କରୁଥିଲେ। ଶନିବାର ଦିନ ଏକ ରାଲିରେ ସାମିଲ ହୋଇଥିବା ବିଜେପି ନେତା ଗୋପାଲ ଭାର୍ଗବ କଂଗ୍ରେସ ନେତା ଦିଗବିଜୟ ସିଂହକୁ ମଧ୍ୟ ଟାର୍ଗେଟ କରିଛନ୍ତି।

   Related Posts