Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

ପତ୍ନୀଙ୍କୁ ଟ୍ରାକ କରୁଥିବା ଏବଂ ପତିଙ୍କ ଗୁଇନ୍ଦାଗିରି କରୁଥିବା ବିଜ୍ଞାପନ ବ୍ୟାନ୍ କଲା ଗୁଗଲ

11/07/2020 at 7:03 PM

ନୂଆଦିଲ୍ଲୀ ୧୧।୦୭: ଗୁଗଲ ନିଜର ବିଜ୍ଞାପନ ପଲିସିରେ ପରିବର୍ତ୍ତନ କରିଛି । ଏହା ଅନୁଯାୟୀ ଏବେ ଆଗାମୀ ସମୟରେ ଆପଣଙ୍କୁ ପତିଙ୍କ ଗୁଇନ୍ଦାଗିରି କରିବା କିମ୍ବା ପତ୍ନୀଙ୍କ ଫୋନ ଟ୍ରାକ୍‌ କରିବା ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଗୁଗୁଲ ଘୋଷଣା କରି କହିଛି ଯେ, କମ୍ପାନୀ ଏବେ ଏମିତି ପ୍ରଡକ୍ଟ ଏବଂ ସେବାକୁ ସମର୍ଥନ କରିବ ନାହିଁ ଯାହା ଅନ୍ୟ କାହାକୁ ଟ୍ରାକ୍ କିମ୍ବା ସମୀକ୍ଷା କରିବାର  ବିକଳ୍ପ ପ୍ରଦାନ କରୁଛି। ଟେକ୍ସ ମ୍ୟାସେଜ୍, କଲ୍ସ ଓ ବ୍ରାଉଜିଂ ହିଷ୍ଟ୍ରି ମନିଟର କରୁଥିବା ଟୁଲ୍ସ ଏସବୁ ଏହି କାଟାଗୋରୀରେ ଆସୁଛି।

ଏହି ସଂଦର୍ଭରେ ଗୁଗଲ କହିଛି ଯେ, ଜିପିଏସ ଟ୍ରାକର ଲୋକଙ୍କ ଗୁଇନ୍ଦାଗିରି କରୁଥିବା ଦାବି କରେ। ଏହି ଉପକରଣରେ ଅଡିଓ ରେକର୍ଡ୍ସ, କ୍ୟାମେରା, ଡ୍ୟାସ୍ କ୍ୟାମ୍ ଓ ସ୍ପାଇ କ୍ୟାମେରା ରହିଛି।

ଏବେ ଗୁଗଲ ଏସବୁ ବିଜ୍ଞାପନର ପ୍ରକାଶନ କରିବ ନାହିଁ। ଗୁଗୁଲ ଏହା ମଧ୍ୟ କହିଛି ଘରୋଇ ଛାନବିନ୍ ଏବଂ ସେଥିରେ ଉପଯୋଗ ହେଉଥିବା ପ୍ରଡକ୍ଟର ବିଜ୍ଞାପନକୁ ନିଷିଧ କରାଯିବ ନାହିଁ , ଯାହାର ବ୍ୟବହାର ଅଭିଭାବକ ନିଜ ପିଲାଙ୍କ ସୁରକ୍ଷା ପାଇଁ କରିଥାନ୍ତି। ଗୁଗଲର ଏହି ଇନେବଲିଂ ଡିସଅନେଷ୍ଟ ପଲିସି ଅଗଷ୍ଟ ୧୧ରେ ଲାଗୁ ହେବାକୁ ଯାଉଛି।

   Related Posts