ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍

Published By : Prameya-News7 Bureau | December 11, 2019 IST

ଅନୁଗୋଳ ୧୧।୧୨: ଅନୁଗୋଳ ନାଲକୋ ରେଳ ଲାଇନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଗୋତମରା ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନଟି ଅନୁଗୋଳ ନାଲକୋକୁ କିଛି ଲୁବ୍ରିକାଣ୍ଟ ନେଇଯାଉଥିଲା ।

{"id":196314,"sizeSlug":"large"}

କେଉଁ କାରଣରୁ ଲାଇନଚ୍ୟୁତ୍ ହୋଇଛି ତାହା ଜଣାପଡି ନାହିଁ। ନାଲକୋ କର୍ତ୍ତୃପକ୍ଷ ଲାଇନକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.