Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏପ୍ରିଲ ୬ ତାରିଖରୁ ମେ ୧ ତାରିଖ ମଧ୍ୟରେ ଏହି ୪ଟି ରାଶିର ବଦଳିଯିବ ଭାଗ୍ୟ

6/04/2019 at 2:45 PM

ଲକ୍ଷ୍ନୌ ୬/୪ : ଏପ୍ରିଲ ୬ ତାରିଖରୁ ମେ ୧ ତାରିଖ ମଧ୍ୟରେ ୪ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବ | ଫଳରେ ଆପଣ ଯଦି ଏହି ରାଶିର ତାହେଲେ ଆପଣଙ୍କୁ ସଫଳତା ମିଳିବ | ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ରହିବ | ବ୍ୟବସାୟ କ୍ଷେତ୍ରରେ ଆପଣମାନେ ଅପାର ସଫଳତା ଲାଭ କରିବେ | ପରିବାରଲୋକଙ୍କ ସାହାଯ୍ୟ ସହଯୋଗ ପାଇବେ | ଯାହାଫଳରେ ସମାଜରେ ଆପଣଙ୍କ ଏକ ଅଲଗା ପରିଚୟ ସୃଷ୍ଟି ହେବ | ପରିବର୍ତ୍ତନ ପ୍ରକୃତିର ନିୟମ | ମଝି ମଝିରେ ଜୀବନରେ ପରିବର୍ତ୍ତନ ନିହାତି ଆବଶ୍ୟକ |


ଆପଣଙ୍କ ରାଶି ଯଦି ଏହି ରାଶି ମଧ୍ୟରୁ ଗୋଟିଏ ତାହେଲେ ପାରିବାରିକ ସମସ୍ୟା ଯୋଗୁଁ ଆପଣଙ୍କୁ ଅଚାନକ ଦୂର ଯାତ୍ରା କରିବାକୁ ପଡିପାରେ | ତେବେ ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ | ଯାତ୍ରା କରିବାବେଳେ ଯଦି ଗାଡି ନିଜେ ଚଲାଉଛନ୍ତି ତାହେଲେ ସାବଧାନତା ପୂର୍ବକ ଚଲାଇବେ | ଆବଶ୍ୟକଠାରୁ ଅଧିକ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ | ଏହା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ |


ଏହି ୪ରାଶିର ବ୍ୟକ୍ତିଙ୍କୁ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ | ଏହା ଯଦି ଆପଣଙ୍କ ରାଶି ତାହେଲେ ଆପଣଙ୍କ ପାଇଁ ଏହା ସଠିକ ସମୟ | ଟିକିଏ ଅଧିକ ପରିଶ୍ରମ କରିବା ଦ୍ୱାରା ସଫଳତା ଲାଭ କରିବେ | ରାଶିରେ ପରିବର୍ତ୍ତନ ଯୋଗୁଁ ଧାର୍ମିକ ବହି ପଢିବାରେ ଆପଣଙ୍କ ରୁଚି ବଢିବ |


ସମାଜରେ ଆପଣଙ୍କ ମାନସମ୍ମାନ ଏବଂ ପ୍ରତିଷ୍ଠା ବଢିବ | ଯଦି ଆପଣ ସୁଧରେ ଟଙ୍କା ଲଗାଇଛନ୍ତି ତାହେଲେ ଆପଣଙ୍କୁ ଅଧିକ ଲାଭ ମିଳିବ | ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ସବୁ କଷ୍ଟ ନିବାରଣ ହେବ | ଯଦି ଆପଣ କୌଣସି ନୂଆ ଗାଡି କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟ ଆପଣଙ୍କ ପାଇଁ ସଠିକ ସମୟ | ଏହି ସମୟରେ ନିଆଯାଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ଠିକ ପ୍ରମାଣିତ ହେବ |


ଏହି ରାଶି ହୋଇଥିଲେ ଆଗାମି ସମୟ ଆପଣଙ୍କ ପାଇଁ ଚେତବାନୀପୁର୍ବକ ହୋଇପାରେ | କିନ୍ତୁ ସବୁ ଚେତାବନୀକୁ ପାରି କରି ଆପଣ ସଫଳତା ହାସଲ କରିବେ | ସନ୍ତାନଙ୍କ ତରଫରୁ କୌଣସି ଖୁସି ଖବର ପାଇବାର ସମ୍ଭାବନା ରହିଛି | ଭବିଷ୍ୟତରେ ଆପଣଙ୍କ ସନ୍ତାନ ଆପଣଙ୍କ ନାଁ ରଖିବେ | ଚାକିରିଆଙ୍କ ପାଇଁ ପ୍ରମୋସନର ପୁରା ସମ୍ଭାବନା ରହିଛି | ପ୍ରମୋସନ ସହିତ ସ୍ଥାନାନ୍ତରଣ ମଧ୍ୟ ହେବାର ସମ୍ଭାବନା ରହିଛି | ଆପଣଙ୍କ ସହଯୋଗୀ ଏବଂ ବନ୍ଧୁ ଆପଣଙ୍କୁ ପୁରା ସାହାଯ୍ୟ କରିବେ |
ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ବଦଳିବ


ଆସନ୍ତା ୬ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଯେଉଁ ୪ଟି ରାଶିର ଭାଗ୍ୟ ବଦଳିବ ସେ ରାଶିଗୁଡିକ ହେଲା- କାନ୍ୟ, ତୁଳା, ମିଥୁନ ଏବଂ ବିଛା

   Related Posts