Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ତୁଳା ରାଶି ଲୋକଙ୍କ ପାଇଁ ଶୁଭ ଖବର

9/09/2019 at 2:07 PM

ତୁଳା ରାଶିର ଲୋକେ ଏହି ଖବର ଉପରେ ନିହାତି ଧ୍ୟାନ ଦେବା ଉଚିତ୍‌।ଏହି ରାଶିର ଲୋକଙ୍କର ଭଲ ସମୟ ଚାଲିଛି। ଏହି ରାଶି ଲୋକଙ୍କୁ ଶୁଭ ଖବର ମିଳିପାରେ। ତୁଳା ରାଶି ଲୋକଙ୍କ ମାନସିକ ଅବସାଦ ଓ ଚିନ୍ତା ଦୂର ହେବାର ସମୟ ଆସିଛି।

ତୁଳା ରାଶି ଲୋକଙ୍କର ଅସଫଳ କାମ ସଫଳ ହୋଇପାରେ। ସେମାନଙ୍କୁ ଶୁଭ ଖବର ମିଳିପାରେ। ଲମ୍ବା ସମୟ ଧରି ଚାକିରୀ ଖୋଜୁଥିବା ଲୋକଙ୍କୁ ଅଧିକ ଆୟ ହେଉଥିବା ଚାକିରୀ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଶୁଭ ଖବର ମିଳିବାର ସମ୍ଭାବନା ରହିଛି।

 ବୈବାହିକ ଜୀବନରେ ବେଶ ଆନନ୍ଦମୟ ହେବ। ସମୟ ସମୟରେ ଖୁସି ଖବର ମିଳିବାର ସମ୍ଭାବନା ଅଛି। ଜୀବନସାଥୀକୁ ଖୁସି ରଖିବା ପାଇଁ କିଛି ଭଲ କାମ କରିବା ଉଚିତ୍‌। ଏହା ଦ୍ବାରା ସମ୍ପର୍କରେ ଭଲ ପାଇବା ବଢିବ।        

ବନ୍ଧୁମାନଙ୍କ ସହ ମଧ୍ୟ ସମ୍ପର୍କ ଭଲ ରହିବ। ସେମାନଙ୍କଠାରୁ ସହଯୋଗ ପ୍ରାପ୍ତ ହେବ। ଲଭ ଲାଇଫରେ ଅସଫଳ ରହୁଥିବା ବ୍ୟକ୍ତି ହଠାତ୍‌ ଭଲ ଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ ଭରପୁର ସହଯୋଗ ମିଳିବ। ଆର୍ଥିକ ସମସ୍ୟା ଦୂର ହେବା ସହ ପ୍ରତିଷ୍ଠିତ ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। କାର୍ଯ୍ୟସ୍ଥଳରେ ମଧ୍ୟ ଅନେକ ସନ୍ତୁଷ୍ଟି ଓ ଆନନ୍ଦ ଲାଭ ହେବ। ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ରହିବ।   

   Related Posts