Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଡାକ୍ତରଙ୍କ ପାଇଁ ଖୁସି ଖବର

3/08/2018 at 12:00 PM

ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ । ଓଡିଶା ମେଡିକାଲ ହେଲଥ ସର୍ଭିସ କ୍ୟାଡର ଅଧିନରେ ଥିବା ଚିକିତ୍ସକଙ୍କ ଲାଗି ଏହି ବର୍ଦ୍ଧିତ ପ୍ରୋତ୍ସାହନ ଲାଗୁ ହେବ । MCI ଅନୁବନ୍ଧିତ ଡାକ୍ତରୀ କଲେଜରୁ ଶିକ୍ଷା ପ୍ରାପ୍ତ ଡାକ୍ତରମାନେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ଅର୍ଥ ପାଇବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏଣିକି ସୁପର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ସେହିଭଳି ପୋଷ୍ଟ ଗ୍ରାଜୁଏଟ କରିଥିବା ଡାକ୍ତରମାନେ ମାସିକ ୨୦ ହଜାର ଟଙ୍କା ପାଇବେ । ସେହିଭଳି ରାଜ୍ୟ ସରକାରଙ୍କ ଦ୍ବାରା ସ୍ବୀକୃତ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଥିବା ଡାକ୍ତରମାନେ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ପାଇବେ । ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ପରେ ଏହି ପ୍ରୋତ୍ସାହନ ଅର୍ଥ ମିଳିବ । ଏହି ପ୍ରୋତ୍ସାହନ କୌଣସି ପଦ ପଦବି ଭିତ୍ତିକ ନୁହେଁ ସଂପୂର୍ଣ୍ଣ ଭାବେ ଆବଶଶ୍ୟକୀୟ ଯୋଗ୍ୟତା ଭିତ୍ତିରେ ଡାକ୍ତରମାନେ ଏହି ପ୍ରୋତ୍ସାହନ ରାଶି ପାଇବେ ।

   Related Posts