ଆସନ୍ତା କାଲିଠୁ ଏହି ରାଶିର ଦୁଃଖ କଷ୍ଟ ହେବ ଦୂର, ହେଉଛି ସୌଭାଗ୍ୟ ଯୋଗ
3/10/2019 at 5:26 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ କିଛି ରାଶିର ଲୋକଙ୍କ ଦୁଃଖ କଷ୍ଟ ଦୂର ହେବ। କାରଣ ଏହି ରାଶିର କୁଣ୍ଡଳୀରେ ସୌଭାଗ୍ୟ ଯୋଗ ନିର୍ମାଣ ହେଉଛି। ଫଳରେ ଏମାନଙ୍କ ଜୀବନ ଉଜ୍ଜ୍ବଳ ହୋଇପାରେ। ତେବେ କାଲିଠୁ କେଉଁ ରାଶିର ଲୋକଙ୍କ ଭାଗ୍ୟ ବଦଳିବ ଓ ଦୁଃଖ ଦୂର ହେବ ଜାଣନ୍ତୁ।
ମକର ଓ ଧନୁ ରାଶି
କାଲିଠୁ ମକର ଓ ଧନୁ ରାଶି କୁଣ୍ଡଳୀରେ ନବଗ୍ରହର ଚଳନ ସୌଭାଗ୍ୟ ଯୋଗର ନିର୍ମାଣ କରୁଛି। ଫଳରେ ଏହି ରାଶିର ଲୋକଙ୍କ ଭାଗ୍ୟ ବଦଳିପାରେ। ଏମାନଙ୍କ ଦୁଃଖ, କଷ୍ଟ, ଅଭାବ ଦୂର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କର ଲାଭ ହିଁ ଲାଭ ହେବ। ଏହି ରାଶିର ଲୋକଙ୍କ ସ୍ବପ୍ନ ପୁରଣ ହେବ। ପ୍ରେମ ଓ ଆୟରେ ଲାଭ ମିଳିବ। ଏମାନଙ୍କ ଜୀବନରେ ଶ୍ରୀ କୃଷ୍ଣଙ୍କ କୃପା ରହିବ।
ବୃଷ ଓ କର୍କଟ ରାଶି
ଜ୍ୟୋତିଷଶାସ୍ତ୍ର ଅନୁସାରେ କାଲିଠୁ ବୃଷ ଓ କର୍କଟ ରାଶିର ଲୋକଙ୍କ ଭାଗ୍ୟରେ ଖୁସି ଆସିପାରେ। ଜୀବନରେ ସଫଳତା ହାସଲ ହୋଇପାରେ। ଉଭୟ ପାରିବାରିକ ଓ ବ୍ୟବସାୟ ଜୀବନ ସୁଖମୟ ରହିପାରେ। ଅନେକ ଦିନରୁ ଅପେକ୍ଷା କରିଥିବା ଜିନିଷ ସଫଳ ହେବ। ଜୀବନରେ ଅତ୍ୟନ୍ତ ଶୁଭ ଖବର ମିଳିପାରେ। ପ୍ରତି ଦିନ ଶ୍ରୀ କୃଷ୍ଣଙ୍କ ଦର୍ଶନ କରିବା ଏମାନଙ୍କ ପାଇଁ ଲାଭଦାୟକ ।
ବିଛା ଓ ମୀନ ରାଶି
କାଲିଠୁ ଏହି ରାଶିର ଲୋକଙ୍କର ସମସ୍ତ ସମସ୍ୟାର ସମାଧାନ ହେବ। ଏହି ରାଶିର ଲୋକଙ୍କ ଜୀବନର ସବୁ ସ୍ବପ୍ନ ସାକାର ହେବ। ଘରେ ଥିବା ସବୁ ଅସୁଥିବା ଦୂର ହେବ। ଏହି ରାଶିର ଲୋକଙ୍କ ପାଇଁ ନୂଆ ବ୍ୟବସାୟ ଆରମ୍ଭ କରିବାର ସବୁଠୁ ଉତ୍ତମ ସମୟ ହୋଇପାରେ। ଶ୍ରୀ କୃଷ୍ଣଙ୍କ ଆରଧନା କଲେ ସବୁ କାମରେ ସଫଳ ହେବେ।