Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାଜ୍ୟ ସରକାରଙ୍କ ଉତ୍ତମ ପଦକ୍ଷେପ: ଏସି ବସ ଯୋଗେ ୪୪ ଜଣ ମଣିପୁର ବାସିନ୍ଦାଙ୍କୁ ସେମାନଙ୍କ ରାଜ୍ୟକୁ ପଠାଗଲା

12/05/2020 at 6:00 PM

ଭୁବନେଶ୍ବର୧୨/୪: ଲକଡାଉନ୍‌ ଯୋଗୁଁ ଓଡ଼ିଶାରେ ଅଟକିଥିବା ୪୪ ଜଣ ମଣିପୁର ବାସିନ୍ଦାଙ୍କୁ ଆଜି ସନ୍ଧ୍ୟା ୫ଟା ୪୫ ମିିନିଟ୍‌ରେ ଏକ ସ୍ବତନ୍ତ୍ର ଏସି ବସ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଇଛି ।

ଓଡିଶା ସରକାରଙ୍କ ଏହି ଅଭିନବ ଉଦ୍ୟମ ପାଇଁ ମଣିପୁରର ଏହି ବାସିନ୍ଦାମାନେ ଧନ୍ୟବାଦ ଜଣାଇଛନ୍ତି । ଏହି ପାଞ୍ଚ ଦିନିଆ ବସ ଯାତ୍ରାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ଭୁବନେଶ୍ବରରୁ ବାହାରିଥିବା ଏହି ବସଟି ଗୌହାଟୀ ଯାଏଁ ଯିବ।

ସେଠାରୁ ମଣିପୁର ସରକାରଙ୍କ  ଆଉ ଏକ ବସ ଇମ୍ଫାଲ ଯାଏଁ ସେମାନଙ୍କୁ ନେବ । ଏମାନଙ୍କ ମଧ୍ୟରେ ଛାତ୍ରାଛାତ୍ରୀ, ଘରୋଇ ଉଦ୍ୟୋଗରେ ଚାକିରିଆ ଏବଂ ପର୍ଯ୍ୟଟକ ଅଛନ୍ତି ।ଏହି ୫ ଦିନିଆ ଯାତ୍ରା  ପାଇଁ ସେମାନଙ୍କୁ ଖାଦ୍ୟ, ପିଇବା ପାଣି ଏବଂ ଔଷଧ ଦିଆଯାଇଛି ।

   Related Posts