Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ସାଇକେଲ୍‌ରେ ସୁନା ସ୍ମଗଲିଂ: ୩୪ ଲକ୍ଷର ସୁନା ବିସ୍କୁଟ୍‌ ଜବତ, ଜଣେ ଗିରଫ

17/10/2020 at 8:18 PM

କଲ୍ୟାଣୀ (ପଶ୍ଚିମବଙ୍ଗ) ୧୭/୧୦: ସାଇକେଲ୍‌ରେ ସୁନା ସ୍ମଗଲିଂ କରୁଥିବା ଜଣେ ଲୋକକୁ ଗିରଫ କଲା ସୀମା ସୁରକ୍ଷା ବଳ। ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ଶନିବାର ଅର୍ଦ୍ଧସୈନକ ବଳର ଜଣେ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି।

ଜଣେ ଲୋକ ସାଇକେଲ୍‌ରେ ସୁନା ବିସ୍କୁଟ ନେଇ ଯାଉଥିବା ନେଇ ବିଏସ୍‌ଏଫ ସୂଚନା ପାଇଥିଲା। ହାକିମପୁର ସୀମାରେ ତାକୁ କାବୁ କରିବା ସହ ତା ପାଖରୁ ୬ଟି ସୁନା ବିସ୍କୁଟ୍‌ ପାଇଥିଲେ ସୀମା ସୁରକ୍ଷା ବଳ ଯବାନ। ତେବେ ମିଳିଥିବା ସୂଚନା ଅନୁସାରେ ୬ଟି ସୁନା ବିସ୍କୁଟ୍‌ର ମୂଲ୍ୟ ୩୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ସୁନା ଦେବା ପାଇଁ ସେ ସାଇକେଲ୍‌ରେ ନେଇଯାଉଥିବା ନେଇ ପଚରା ଉଚରା ପରେ କହିଛି ଅଭିଯୁକ୍ତ। ଜବତ ହୋଇଥିବା ସୁନାର ଓଜନ ୭୨୦ ଗ୍ରାମ ହେବ । ତେବେ ଏହି ସୁନା ପହଞ୍ଚାଇବା ପାଇଁ ତାକୁ ୩୦୦ ଟଙ୍କା ମିଳିଥାନ୍ତା ବୋଲି ଅଭିଯୁକ୍ତ କହିଛି।

   Related Posts