Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଲଗାତାର ଶସ୍ତା ହେଉଛି ସୁନା-ରୁପା: ୪୫ ହଜାର ତଳକୁ ଖସିଲା ସୁନା

4/03/2021 at 1:53 PM

ନୂଆଦିଲ୍ଲୀ ୦୪/୦୩ : ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ମାର୍କେଟରେ ଦେଖିବାକୁ ମିଳିଛି। ସେଥିପାଇଁ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି। ଗୁରୁବାର ଦିନ ସୁନା ରୁପା ଦର ପୁଣି ହ୍ରାସ ପାଇଛି। ଏମସିଏକ୍ସରେ ଗୁରୁବାର ଦିନ ସୁନା ୧୮୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୭୬୮ ଟଙ୍କା ହୋଇଛି। ରୁପା ଦର ୫୨୭ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୭ ହଜାର ୪୭୩ ଟଙ୍କାରେ ପହଞ୍ଚିଛି।

ବୁଧବାର ଦିନ ଦିଲ୍ଲୀ ବଜାରରେ ସୁନା ଦର ୨୦୮ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କାରେ ପହଞ୍ଚିଥିଲା। ତାର ଦିନେ ପୂର୍ବରୁ ସୁନା ଦର ୪୪ ହଜାର ୯୭୬ ଟଙ୍କା ଥିଲା।

ଗବଳ ମାର୍କେଟରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇଛି ଏବଂ ପ୍ରତି ଆଉନ୍ସ ୧୭୩୪.୧୬ ଡଲାରରେ ପହଞ୍ଚିଛି। ରୁପା ୦.୧ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପ୍ରତି ୨୬.୧୧ ଡଲାରରେ ପହଞ୍ଚିଥିଲା।

   Related Posts