ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ
ପାଖାପାଖି ୪୫୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ
ଜବତ ସୁନାର ଅନୁମାନୁକ ମୂଲ୍ୟ ୧୮ ଲକ୍ଷ ଟଙ୍କା
ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ସୁନା
ଜଣେ ମହିଳାଙ୍କ ନିକଟରୁ ଜବତ ହେଇଚି ଏହି ସୁନା
ସୁନା ନେଇ ଆସୁଥିବା ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି

LEAVE A REPLY

Please enter your comment!
Please enter your name here