ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ
22/04/2018 at 11:38 AM

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ
ପାଖାପାଖି ୪୫୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ
ଜବତ ସୁନାର ଅନୁମାନୁକ ମୂଲ୍ୟ ୧୮ ଲକ୍ଷ ଟଙ୍କା
ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ସୁନା
ଜଣେ ମହିଳାଙ୍କ ନିକଟରୁ ଜବତ ହେଇଚି ଏହି ସୁନା
ସୁନା ନେଇ ଆସୁଥିବା ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021