ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ, ୨ ଯାତ୍ରୀ ଅଟକ

Published By : Prameya-News7 Bureau | April 03, 2019 IST

ଭୁବନେଶ୍ବର ୩|୪ : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା । ବ୍ୟାଙ୍କକରୁ ଆସିଥିବା ବିମାନ ଏଫଡି-୧୧୨ରୁ ୨୭୯ ଗ୍ରାମ ସୁନା ଜବତ ହୋଇଛି । ଧଳା ରଙ୍ଗ ଦିଆଯାଇ ସୁନା ଚାଲାଣ ହେଉଥିଲା । ପଶ୍ଚିମବଙ୍ଗର ୨ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.