Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ, ୨ ଯାତ୍ରୀ ଅଟକ

3/04/2019 at 2:26 PM

ଭୁବନେଶ୍ବର ୩|୪ : ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା । ବ୍ୟାଙ୍କକରୁ ଆସିଥିବା ବିମାନ ଏଫଡି-୧୧୨ରୁ ୨୭୯ ଗ୍ରାମ ସୁନା ଜବତ ହୋଇଛି । ଧଳା ରଙ୍ଗ ଦିଆଯାଇ ସୁନା ଚାଲାଣ ହେଉଥିଲା । ପଶ୍ଚିମବଙ୍ଗର ୨ଯାତ୍ରୀଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

   Related Posts