Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||
  • ଯାଜପୁର : ବରଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ପଦ୍ମପୁରରେ ମାତିଲା ଦନ୍ତା, ଶୌଚ ପାଇଁ ଯାଇଥିବାବେଳେ ୩ ଜଣଙ୍କୁ ଦଳିଦେଲା
  • ||

ଗତମାସଠାରୁ ୧୯ଶହ କମିଲା ସୁନାଦର, ଆଜି ଅଳ୍ପ ବଢିଛି ।

21/10/2019 at 3:54 PM

ନୂଆଦିଲ୍ଲୀ – ସେପ୍ଟେମ୍ବର ମାସରେ ସୁନାଦର ଅହେତୁକ ବୃଦ୍ଧି ପାଇଥିଲା । ଏହା ଗତ ୧୦ ବର୍ଷର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ମାତ୍ର ରବିବାରରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୩୮,୦୮୫ ଟଙ୍କା ରହିଥିଲା । ସୋମବାରରେ ଏହା ୩୮,୦୮୮ ଟଙ୍କା ରହିଛି। ମାତ୍ର ଗତ ମାସ ଅପେକ୍ଷା ଏହା ୧୯୦୦ ଶହ ଟଙ୍କା କମିଛି।
ଆଗରୁ ଧନତରାସେ ଓ ଦୀପାବଳି ଆସୁଛି ।ଏହି ସମୟରେ ଅଧିକ ସୁନା ବିକ୍ରି ହୋଇଥାଏ । ଏବେ ବିଭିନ୍ନ ସୁନା ଦେକାନୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଅଫର ଘୋଷଣା କରିଛନ୍ତି ।

ଚୀନ୍‌ ଓ ଆମେରିକାର ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାଦର ବୃଦ୍ଧି ପାଇଥିଲା । ଏବେ ଏହା ସମାନ୍ୟ ହ୍ରାସ ପାଇଛି ।

   Related Posts