Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପ୍ରଥମଥର ପାଇଁ ୪୦ ହଜାର ଟଙ୍କା ପାର କଲା ସୁନାଦର

29/08/2019 at 8:49 PM

ନୂଆଦିଲ୍ଲୀ – ପ୍ରଥମ ଥର ପାଇଁ ସୁନାଦର ୪୦ ହଜାର ପାର କରିଛି । ଗୁରୁବାରରେ  ସୁନାଦର ୪୦ ହଜାର ଟଙ୍କା ପାର କରିଛି । ଗୁରୁବାରରେ ସୁନାଦର ୨୫୦ ଟଙ୍କା ବୃଦ୍ଧି ପାଇଛି । ସୁନାଦର ସର୍ବକାଳୀନ ରେକର୍ଡ ପାରି କରିଛି । ସୁନାଦର ବୃଦ୍ଧି ପାଇଁ ସର୍ବକାଳୀନ ରେକର୍ଡ ପାର କରିଛି । ୧୦ ଗ୍ରାମ ସୁନା ଦର ୪୦,୨୨୦ ଟଙ୍କାରେ ପହଞ୍ଚିଛି ।

ବୁଧବାରରେ ସୁନାଦରରେ ୩୦୦ ଟଙ୍କା ବୃଦ୍ଧି ପାଇଥିଲା । ଏହାର ଦର ପ୍ରତି ୧୦ ଗ୍ରାମ ୩୯,୯୭୦ ଟଙ୍କାରେ ପହଞ୍ଚିଥିଲା ।

ରୂପାଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାରରେ ରୂପାଦର କିଲୋପ୍ରତି ୨୦୦ ଟଙ୍କା ବୃଦ୍ଧି ପାଇଛି । ଏବେ ଏକ କିଲୋରୂପା ଦପ ୪୯,୦୫୦ ଟଙ୍କାରେ ପହ଼ଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଗୁରୁବାରରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନାଦର ପ୍ରତି ୧୦ ଗ୍ରାମ ୪୦,୨୨୦ ଟଙ୍କା ଥିଲା ।ସେହିପରି ୯୯.୫ ପ୍ରତିଶତ ଶୁଦ୍ଧ ସୁନାଦର ପ୍ରତି୧୦ ଗ୍ରାମକୁ ବୃଦ୍ଧି ପାଇ ୪୦,୦୫୦ ଟଙ୍କାରେ ପହଞ୍ଚିଛି ।

   Related Posts