Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର, ୯୭୩ ଟଙ୍କା ଶସ୍ତା ହେଲା ରୁପା, ଗ୍ରାହକଙ୍କ ପାଇଁ ଅଳଙ୍କାର କିଣିବାର ଭଲ ସୁଯୋଗ

12/05/2021 at 5:49 PM

ନୂଆଦିଲ୍ଲୀ ୧୨।୦୫: ଅକ୍ଷୟ ତୃତୀୟ ପୂର୍ବରୁ ମଙ୍ଗଳବାର ସୁନାର ଚାହିଦାରେ ହ୍ରାସ ଘଟିଛି। ଏଥିସହ ଦିଲ୍ଲୀ ସଫାରା ବଜାରରେ ସୁନା ଦର କମିଛି। ସୁନା ୧୦ ଗ୍ରାମ ପ୍ରତି ୨୧୨ ଟଙ୍କା ଶସ୍ତା ହୋଇଛି। ଏହା ପରେ ସଫାରା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୭, ୩୦୮କୁ ଖସି ଆସିଛି। ଏହା ପୂର୍ବରୁ ସୋମବାର ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୫୨୦ ଟଙ୍କା ଥିଲା।

ସୁନା ସହ ମଙ୍ଗଳବାର ସରାଫା ବଜାରରେ ରୁପା ମୂଲ୍ୟ ମଧ୍ୟ କମିଛି। ରୁପା କିଲୋ ପିଛା ୯୭୩ ଟଙ୍କା ଶସ୍ତା  ହୋଇଛି। ଏହା ପରେ ରୁପାର ଦାମ କେଜି ପ୍ରତି ୭୦,୬୪୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ରୁପାର ମୂଲ୍ୟ ୭୧,୬୧୯ ଟଙ୍କା ରହିଥିଲା।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଗହଣା ଦାମ ହ୍ରାସ ଘଟିଛି। ମଙ୍ଗଳବାର ସୁନାର ଦାମ ଅନ୍ସ ପିଛା ୧୮୩୪ ଡଲାର ଥିବା ବେଳେ ରୁପାର ଦାମ ୨୭.୩୪ ଡଲାର ରହିଥିଲା।

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ

ଏଥର ଦେଶରେ ମେ ୧୪ରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ ହେବ। ଏହି ଦିନରେ ସୁନା କିଣାକୁ ବହୁତ ଶୁଭ କୁହାଯାଏ। କିନ୍ତୁ ମହାମାରୀ କାରଣରୁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। କିନ୍ତୁ ଯେଉଁ ଅଞ୍ଚଳରେ ଲକ୍‌ଡାଉନ୍‌ ଲାଗୁ ହୋଇ ନାହିଁ ସେଠାକାର ଲୋକଙ୍କ ପାଇଁ ସୁନା କିଣିବାର ଏହା ଏକ ଭଲ ସମୟ। କାରଣ ବର୍ତ୍ତମାନ ସୁନା ତାର ରେକର୍ଡ ସ୍ତରରୁ ଶସ୍ତା ରହିଛି।

   Related Posts