Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ରେକର୍ଡ ସ୍ତରରେ ସୁନା ମୂଲ୍ୟ, ରୂପା ଦର ୧୧୪୦ ଟଙ୍କା ବଢିଲା

21/08/2019 at 7:24 PM

ନୂଆଦିଲ୍ଲୀ .-  ସୁନାଦର ଏବେ ରେକର୍ଡ ସ୍ତରରେ ପହଞ୍ଚିଛି । ବୁଧବାରରେ ଏହାର ମୂଲ୍ୟ ବୃଦ୍ଧି ପାଇଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାଦର ବୃଦ୍ଧି ପାଇଛି । ବୁଧବାରରେ ଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମ ପୁଣି ୫୦ ଟଙ୍କା ବୃଦ୍ଧି ପାଇଛି । ସୁନା ୧୦ ଗ୍ରାମ ୩୮,୭୭୦ ଟଙ୍କାରୁ ବୃଦ୍ଧିପାଇ ୩୮,୮୨୦ ଟଙ୍କାରେ ପହଞ୍ଚିଛି ।

ସେହପରି ଏକ କିଲୋଗ୍ରାମ ରୂପାଦରରେ ବୃଦ୍ଧି ହୋଇଛି । ଏହା କିଲୋଗ୍ରାମ ପ୍ରତି ୧୧୪୦ ୦ଟଙ୍କା ବୃଦ୍ଧି ପାଇଛି । ଏବେ ଦିଲ୍ଲୀରେ ଏକ କିଲୋ ରୂପା ଦର ୪୫,୦୪୦ ଟଙ୍କାରେ ପହଞ୍ଚିଛି ।

  ସେହିପରି ଗିନି ସୁନାର ମୂଲ୍ୟ  ପ୍ରତି ୮ ଗ୍ରାମ ୨୦୦ ଟଙ୍କା ବୃଦ୍ଧି ପାଇଛି। ଏବେ ଗିନି ସୁନା ୮ ଗ୍ରାମ ପ୍ରତି ୨୮,୮୦୦ ଟଙ୍କାରେ ପହଞ୍ଚିଛି ।

   Related Posts