ଡୋପ ଟେଷ୍ଟରେ ଧରାପଡିଲେ କେ.ରବି କୁମାର : ୪ ବର୍ଷ ପାଇଁ ବାସନ୍ଦ

Published By : Prameya-News7 Bureau | November 05, 2019 IST

ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି ।

{"id":179286}

କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ । ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରାଡରେ ମଧ୍ୟ ଏକ ରୌପ୍ୟ ପଦକ ଜିତିଥିଲେ । ଆସନ୍ତା ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରୁ ବାଦ ପଡିପାରନ୍ତି  କେ.ରବି କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.