Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଦୀପାବଳି ରାତିରେ ବଡ ଧରଣର ଡକାୟତି, ଘରୁ ୭ ଭରି ସୁନା ନେଇଗଲେ ଲୁଟେରା

5/11/2021 at 11:42 AM

ସମ୍ବଲପୁର, ୦୫/୧୧: ମାତିଛନ୍ତି ଲୁଟେରା । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭବାନୀଫିଲଡ଼ ନିକଟରେ ଥିବା ଗୀର୍ଜାନଗର ଅଞ୍ଚଳରେ ଥିବା ଏକ ଘରୁ ବଡ଼ ଧରଣର ଡକାୟତି ହୋଇଛି। ଘରେ ସମସ୍ତେ ଥିବା ସତ୍ତ୍ୱେ ଏଭଳି ଘଟଣା ଘଟିଛି । 

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୪ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ପଶିଥିଲେ । ଘର ଲୋକଙ୍କୁ ବାନ୍ଧି ଲୁଟ ପାଟ୍ କରିଥିଲେ। ଲୁଟ୍ ବେଳେ ଘରେ କେବଳ ଜଣେ ବୃଦ୍ଧା ଏବଂ ତାଙ୍କର ଝିଅ ଥିଲେ। ଲୁଟେରାମାନେ ପ୍ରାୟ ସାଢ଼େ ୭ ଭରି ସୁନା ସମେତ ,୮ ହଜାର ଟଙ୍କାର କପଡା ଲୁଟିନେଇଥିବା ଅଭିଯୋଗ ହୋଇଛି।

ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଅନେକ ଦୋକାନରେ ଚୋରି ହୋଇଥିବା ଅଭିଯୋଗ ହେଲାପରେ ମଧ୍ୟ ପୋଲିସ ଆଖିଦୃଶିଆ କୌଣସି ପଦକ୍ଷେପ ନେଇନଥିଲା । ତେଣୁ ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି।  ଯେଉଁଠି ବୃଦ୍ଧ ବୃଦ୍ଧା ରହୁଛନ୍ତି ସେଠାରେ ପୋଲିସ ପ୍ରତେକ ଦିନ ତାଙ୍କ ହାଲଚାଲ ବୁଝିବ ବୋଲି ଗାଇଡ଼ଲାଇନ ରହିଥିଲେ ସୁଦ୍ଧା ସେପରି କିଛି ସୁବିଧା ମିଳୁନାହିଁ । ସେପଟେ ଏହି ଡକାୟତି ଯୋଗୁଁ ଆଖ ପାଖ ଅଞ୍ଚଳରେ ରହୁଥିବା ବୃଦ୍ଧ ବ୍ୟକ୍ତି ମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

   Related Posts