Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କମୁଛି ସୁନାଦର ବଢୁଛି ଧଳାସୁନା ପାଲାଡିୟମ ମୂଲ୍ୟ

16/09/2019 at 8:34 PM

କନୂଆଦିଲ୍ଲୀ – କିଛି ଦିନ ତଳେ ସୁନା ଓ ରୂପା ଦର ହୁ ହୁ ହୋଇ ବଢିଚାଲଥି। ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାର କରିଥିବା ବେଳେ ରୂପା କିଲୋ ୫୦ ହଜାର ଟଙ୍କା  ପାରି କରିଥିଲା । ମାତ୍ର ଚମକୁଥିବା ଧାତୁ ପାଲାଡିୟମର ଦର ବୃଦ୍ଧି ହୋଇ ନଥିଲା ।

ଏବେ ସ୍ଥିତି ଓଲଟି ଯାଇଛି ।ପାଲାଡିୟମ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ପାଲାଡିୟମ ଦର ୧୨ ପ୍ରତିଶତ ବୃଦ୍ଧି ପାଇଛି । ଏବେ ପାଲାଡିୟମ ସବୁଠାରୁ ମୂଲ୍ୟବାନ ଧାତୁ ହୋଇଯାଇଛି । ପାଲାଡିୟମରୁ ଅନେକ ଅଳଙ୍କାର ପ୍ରସ୍ତୁତ ହୁଏ । ସୁନା ସହ ମିଶ୍ରଣ କରିବା ଅନେକ ଅଳଙ୍କାର ପ୍ରସ୍ତୁତ କରାଯାଇଥାଏ ।

କମୋଡିଟି ବଜାର ବା ପଣ୍ୟ ବଜାରରେ ପାଲାଡିୟମର ଚାହିଦା ବୃଦ୍ଧି ପାଇଛି ।  ପ୍ଲାଟିନମ ଓ ପାଲାଡିୟମରୁ ଚାହିଦା ବି ବଢିଛି । ଗାଡିମାନଙ୍କରୁ ପ୍ରଦୁଷଣ କମାବାଇବା ପାଇଁ ଏହି ଦୁଇଟି ଧାତୁକୁ ବ୍ୟବହାର କରାଯାଉଛି । ଏଥିପାଇଁ ଏହାର ଦର ବି ସାମାନ୍ୟ ବୃଦ୍ଧି ପାଇଛି ।

 ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ପାଲାଡିୟମର ଦର ଡିସେମ୍ବର ମାସରେ ପ୍ରତି ଆଉନସ୍‌ ତୁଳନାରେ  ୧୬୧୯.୫୦ ଡଲାର ବୃଦ୍ଧି ପାଇଛି  ।  ସେହିପରି ପ୍ଲାଟିନମ୍‌ ଦର ଅକ୍ଟୋବର ତୁଳାନାରେ ୦.୪୯ ପ୍ରତିଶତ ବୃଦ୍ଧି ପାଇଛି ।

   Related Posts