Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

୫ ଦିନ ପରେ ବଢିଲା ସୁନା ଓ ରୂପା ଦର

11/11/2019 at 4:30 PM

ନୂଆଦିଲ୍ଲୀ – ୫ ଦିନ ପରେ ସୁନା ଓ ରୂପାଦର ବୃଦ୍ଧି ପାଇଛି । କିଛି ଦିନ ଧରି ସୁନା ଓ ରୂପା ଦର ହ୍ରାସ ପାଇବା ପେର ପୁଣି ଏହାର ଦର ବଢିଛି ।

ସୋମବାରରେ ସୁନାଦର ପ୍ରତି ୧୦ ଗ୍ରାମ ବୃଦ୍ଧି ପାଇଥିବା ବେଳେ ରୂପାଦର କିଲୋପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇଛି । ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୫୦ ଟଙ୍କା ବୃଦ୍ଧି ପାଇ ଏମ୍‌ସିଏକ୍ସ ଏକ୍ସଚେଞ୍ଜରେ ଏହାର ଦାମ ୩୯,୩୨୦ ଟଙ୍କାରେ ପହଞ୍ଚିଛି । ସେହିପରି ରୂପାଦର କିଲୋପ୍ରତି ୧୫୦ ଟଙ୍କା ବୃଦ୍ଧି ପାଇ ୪୫,୬୦୦ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ପ୍ରଭାବ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୂପା ଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଏବେ ମାନ୍ଦାବସ୍ଥା ଜାରି ରହିଛି । ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲୁଥିବାରୁ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡିଛି ।

ସୁଦ୍ଧ ସୁନା ୧୦ ଗ୍ରାମ -୩୯,୩୨୦ ଟଙ୍କା

ରୂପା କିଲୋ ପ୍ରତି ୪୫,୬୦୦ ଟଙ୍କା

   Related Posts