Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ସୁନା ଓ ରୂପା ଦର ବହୁତ କମିଲା ପରେ ସାମାନ୍ୟ ବଢିଲା , ଜାଣନ୍ତୁ କେତେ ଅଛି ଦର

6/11/2019 at 3:32 PM


ନୂଆଦିଲ୍ଲୀ – ସୁନା ଓ ରୂପା ଦର ବହୁତ ହ୍ରାସ ପାଇଛି । ମଙ୍ଗଳବାର ଗୋଟିଏ ଦିନରେ ସୁନାଦର ୧୦୧ ଟଙ୍କା ହ୍ରାସ ପାଇଥିଲା । ମାତ୍ର ବୁଧବାରରେ ଏହା ଅଳ୍ପ ମାତ୍ରାରେ ବୃଦ୍ଧି ପାଇଛି । ଏବେ ଶୁଦ୍ଧ ସୁନାଦର ପ୍ରତି ୧୦ ଗ୍ରାମ ୩୮,୦୧୬ ଟଙ୍କା ରହିଛି । ମଲ୍ଟି କମୋଡିଟି ମାର୍କେଟରେ ସୁନାଦର ବୁଧବାରରେରେ ୦.୩୬ ପ୍ରତିଶତ ବୃଦ୍ଧି ପାଇଛି । ଗତ କିଛି ଦନ ମଧ୍ୟରେ ଏହା ପ୍ରାୟ ୧.୬ ପ୍ରତିଶତ ବା ୬୧୦ ଟଙ୍କା ହ୍ରାସ ପାଇଥିଲା ।


ସେହିପରି ଏମ୍‌ସିଏକ୍ସରେ ରୂପା କିଲୋପ୍ରତି ୪୫,୩୯୭ ଟଙ୍କା ରହିଛି । ରୂପାଦର କିଲୋପ୍ରତି ୨,୫୨ ପ୍ରତିଶତ ହ୍ରାସ ପାଇଛି । ଏହା ୧,୧୭୪ ଟଙ୍କା ହ୍ରାସ ପାଇଛି ।


ଅନ୍ତର୍ଜାତୀୟ ବଜାରର ସୁନାଦର ପ୍ରତି ଆଉନ୍ସ ୦.୨ ପ୍ରତିଶତ ବୃଦ୍ଧି ପାଇଛି। ଏବା ୧,୪୮୬.୫୩ ପ୍ରତିଶତ ବୃଦ୍ଧି ପାଇଛି ।
ଚୀନ୍‌ ଓ ଆମେରିକାର ମଧ୍ୟରେ trade war ବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଏପରି ପରିସ୍ଥିତ ସୃଷ୍ଟି ହୋଇଛି ।
ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସୁନା ସର୍ବକାଳୀନ ରେକର୍ଡ ମୂଲ୍ୟରେ ପହଞ୍ଚିଥିଲା । ଏହା ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା ।

   Related Posts