Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଆଜି ଆପଣଙ୍କ ସ୍ତ୍ରୀଙ୍କୁ ଦିଅନ୍ତୁ ଏହି ଖବର ,ଶୁଣିବେ ତ ଖୁସିରେ ନାଚି ଉଠିବେ

2/03/2019 at 7:33 PM

ଆପଣ ଜାଣିଛନ୍ତି.. ଆପଣଙ୍କ ସ୍ତ୍ରୀ କେଉଁ ଉପହାର ପାଇଲେ ଖୁସିହେବେ । ପ୍ରାୟତ ଅଧିକାଂଶ ମହିଳା ଉପହାର ହିସାବରେ ଗହଣା ପାଇଲେ ଏତେ ଖୁସିହୋଇଯାଆନ୍ତି. ଯାହା ଆପଣ ଦେଖି ନଥିବେ ।

ଯଦି ଗହଣା ପାଇଲେ ଖୁସି ହେଉଛନ୍ତି, ତାହେଲେ ଡ଼େରି କରନ୍ତୁ ନାହିଁ .. ଦିଅନ୍ତୁ ଏହି ଖବର । ଦେଖିବେ ଆଜି କେମିତି ଆପଣଙ୍କ ସ୍ତ୍ରୀ ଫିଦା ହେଇଯାଉଛନ୍ତି ।

ଖବର କଣ ଜାଣିବେ ତ ? ତା ହେଲେ ଜାଣନ୍ତୁ …

ସୁନା-ରୂପାର ଦର ଆଜି ଭାରତୀୟ ବଜାରରେ କମିଯାଇଥିବାର ସୂଚନା ମିଳିଛି । ନୂଆଦିଲ୍ଲୀର ବଜାର ଦର ଅନୁସାରେ ସୁନାଦର ୧୦ଗ୍ରାମ୍ ପ୍ରତି ୮୦୦ଟଂକା କମିଥିବାବେଳେ ରୂପାଦର କି.ଗ୍ରା ପ୍ରତି ୧୫୫୦ କମିଥିବାର ଜଣାଯାଇଛି ।

ବର୍ତ୍ତମାନ ସୁନାର ଦର ଦଶଗ୍ରାମକୁ ୩୩,୭୭୦ ଥିବାବେଳେ ରୂପାର ଦର ୩୯,୯୫୦ ରହିଛି ।

ଆପଣ ଯଦି ଆପଣଙ୍କ ସ୍ତ୍ରୀକୁ କୌଣସି ଗହଣା ଉପହାର ଦେବାକୁ ଅଛି, ତେବେ ଡ଼େରି କରନ୍ତୁ ନାହିଁ ,ଦେଇଦିଅନ୍ତୁ …ନହେଲେ ପୁଣି ବଢ଼ିଯାଇପାରେ ସୁନାରୂପାର ଦର ।

   Related Posts