ଆଜି ଆପଣଙ୍କ ସ୍ତ୍ରୀଙ୍କୁ ଦିଅନ୍ତୁ ଏହି ଖବର ,ଶୁଣିବେ ତ ଖୁସିରେ ନାଚି ଉଠିବେ

Published By : Prameya-News7 Bureau | March 02, 2019 IST

ଆପଣ ଜାଣିଛନ୍ତି.. ଆପଣଙ୍କ ସ୍ତ୍ରୀ କେଉଁ ଉପହାର ପାଇଲେ ଖୁସିହେବେ । ପ୍ରାୟତ ଅଧିକାଂଶ ମହିଳା ଉପହାର ହିସାବରେ ଗହଣା ପାଇଲେ ଏତେ ଖୁସିହୋଇଯାଆନ୍ତି. ଯାହା ଆପଣ ଦେଖି ନଥିବେ ।

ଯଦି ଗହଣା ପାଇଲେ ଖୁସି ହେଉଛନ୍ତି, ତାହେଲେ ଡ଼େରି କରନ୍ତୁ ନାହିଁ .. ଦିଅନ୍ତୁ ଏହି ଖବର । ଦେଖିବେ ଆଜି କେମିତି ଆପଣଙ୍କ ସ୍ତ୍ରୀ ଫିଦା ହେଇଯାଉଛନ୍ତି ।

ଖବର କଣ ଜାଣିବେ ତ ? ତା ହେଲେ ଜାଣନ୍ତୁ ...

ସୁନା-ରୂପାର ଦର ଆଜି ଭାରତୀୟ ବଜାରରେ କମିଯାଇଥିବାର ସୂଚନା ମିଳିଛି । ନୂଆଦିଲ୍ଲୀର ବଜାର ଦର ଅନୁସାରେ ସୁନାଦର ୧୦ଗ୍ରାମ୍ ପ୍ରତି ୮୦୦ଟଂକା କମିଥିବାବେଳେ ରୂପାଦର କି.ଗ୍ରା ପ୍ରତି ୧୫୫୦ କମିଥିବାର ଜଣାଯାଇଛି ।

ବର୍ତ୍ତମାନ ସୁନାର ଦର ଦଶଗ୍ରାମକୁ ୩୩,୭୭୦ ଥିବାବେଳେ ରୂପାର ଦର ୩୯,୯୫୦ ରହିଛି ।

ଆପଣ ଯଦି ଆପଣଙ୍କ ସ୍ତ୍ରୀକୁ କୌଣସି ଗହଣା ଉପହାର ଦେବାକୁ ଅଛି, ତେବେ ଡ଼େରି କରନ୍ତୁ ନାହିଁ ,ଦେଇଦିଅନ୍ତୁ ...ନହେଲେ ପୁଣି ବଢ଼ିଯାଇପାରେ ସୁନାରୂପାର ଦର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.