Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରଜରେ ଗହଣାପ୍ରେମୀଙ୍କ ପାଇଁ ବଡ ଖବର, ଲଗାତାର ବଢିବା ପରେ ଆଜି ସୁନା-ରୁପା ଦାମ୍‌ରେ ରେକର୍ଡ ହ୍ରାସ

12/06/2020 at 4:24 PM

ନୂଆଦିଲ୍ଲୀ, ୧୨|୦୬:   ରଜର ମାହୋଲ ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତର ୪ ଦିନ ଧରି ଦର ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ସୁନା ଦର ହ୍ରାସ ପାଇଛି । ସେହିପରି ରୁପା ଦାମ୍ ମଧ୍ୟ କମିଛି ।

ଗତ ଜୁନ ୭ ତାରିଖରୁ ଦେଶରେ ସୁନା ଦାମ ବୃଦ୍ଧି ପାଇଥିଲା । ଗୁରୁବାର ସୁନା ଦର ୪୬, ୧୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ଶୁକ୍ରବାର ସୁନା ଦର ୭୦୦ ଟଙ୍କା ହ୍ରାସ ପାଇ ୪୫,୪୦୦ରେ ପହଁଚିଛି । ଶୁକ୍ରବାର ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୪୫, ୪୦୦ ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୪୬,୪୦୦ ଟଙ୍କା ରହିଛି ।

ଚେନ୍ନାଇର ବିଭିନ୍ନ ଗହଣା ଦୋକାନରେ ଶୁକ୍ରବାର ୨୨ କ୍ୟାରେଟ୍ ସୁନା ଦାମ ୪୫, ୩୭୦ ଟଙ୍କା ଥିବା ବେଳେ ମୁମ୍ବାଇରେ ୪୫,୪୦୦, ଦିଲ୍ଲୀରେ ୪୬,୦୫୦ ଟଙ୍କା ରହିଛି ।

ତେବେ ରୁପାର ଦାମ ଗୁରୁବାର କେଜି ପିଛା ୪୮,୫୦୦ ଟଙ୍କା ଥିବା ବେଳେ ଶୁକ୍ରବାର ଏହା ୪୬, ୪୫୦ ଟଙ୍କା ରହିଛି ।ଅର୍ଥାତ ରୁପା ଦରରେ କେଜି ପିଛା ୫୦ ଟଙ୍କା ହ୍ରାସ ପରିଲକ୍ଷିତ ହୋଇଛି ।

   Related Posts